ସକାଳୁ ସକାଳୁ ସିଝିଲାଣି ରାଜ୍ୟ, ସାଢେ ୮ ଟା ସୁଦ୍ଧା ୩୦ ଡିଗ୍ରୀ ଟପିଲା ୭ ସହର

ଭୁବନେଶ୍ୱର ୦୫/୦୪: ସକାଳୁ ସକାଳୁ ସିଝିଲାଣି ରାଜ୍ୟ । ରାଜ୍ୟର ସକାଳୁ ଅସହ୍ୟ ତାତିର ପ୍ରକୋପ ଦେଖିବାକୁ ମିଳିଛି ।  ସାଢେ ୮ ଟା ସୁଦ୍ଧା ୩୦ ଡିଗ୍ରୀ ଟପିଲାଣି ୭ ସହରର ପାରଦ । ତେବେ କେନ୍ଦୁଝରରେ ସର୍ବାଧିକ ୩୨.୬ ଡିଗ୍ରୀ ରେକର୍ଡ ହୋଇଛି । ସକାଳ ୮ଟା ୩୦ ସୁଦ୍ଧା କେଉଁଠି କେତେ ଡ଼ିଗ୍ରୀ ତାପମାତ୍ରା ଆସନ୍ତୁ ଜାଣିବା । କେନ୍ଦୁଝରରେ ୩୨.୬°C, ଚାନ୍ଦବାଲିରେ ୩୧.୬°C, ଭୁବନେଶ୍ୱରରେ ୩୧.୨°C, ବାଲେଶ୍ୱରରେ ୩୦.୮.°C, ଝାରସୁଗୁଡାରେ ୩୦.୬°C, ସମ୍ବଲପୁରରେ ୩୦.୬°C, ପୁରୀରେ ୩୦.୪°C, ରାଉରକେଲାରେ ୩୦°C, ପାରାଦୀପରେ ୩୦°C, ହୀରାକୁଦରେ ୨୯.୨°C, ଗୋପାଳପୁରରେ ୨୯°C ରେକର୍ଡ ହୋଇଛି । 

ସକାଳୁ ସକାଳୁ ସିଝିଲାଣି ରାଜ୍ୟ, ସାଢେ ୮ ଟା ସୁଦ୍ଧା ୩୦ ଡିଗ୍ରୀ ଟପିଲା ୭ ସହର

ଭୁବନେଶ୍ୱର ୦୫/୦୪: ସକାଳୁ ସକାଳୁ ସିଝିଲାଣି ରାଜ୍ୟ । ରାଜ୍ୟର ସକାଳୁ ଅସହ୍ୟ ତାତିର ପ୍ରକୋପ ଦେଖିବାକୁ ମିଳିଛି ।  ସାଢେ ୮ ଟା ସୁଦ୍ଧା ୩୦ ଡିଗ୍ରୀ ଟପିଲାଣି ୭ ସହରର ପାରଦ । ତେବେ କେନ୍ଦୁଝରରେ ସର୍ବାଧିକ ୩୨.୬ ଡିଗ୍ରୀ ରେକର୍ଡ ହୋଇଛି । 

ସକାଳ ୮ଟା ୩୦ ସୁଦ୍ଧା କେଉଁଠି କେତେ ଡ଼ିଗ୍ରୀ ତାପମାତ୍ରା ଆସନ୍ତୁ ଜାଣିବା । କେନ୍ଦୁଝରରେ ୩୨.୬°C, ଚାନ୍ଦବାଲିରେ ୩୧.୬°C, ଭୁବନେଶ୍ୱରରେ ୩୧.୨°C, ବାଲେଶ୍ୱରରେ ୩୦.୮.°C, ଝାରସୁଗୁଡାରେ ୩୦.୬°C, ସମ୍ବଲପୁରରେ ୩୦.୬°C, ପୁରୀରେ ୩୦.୪°C, ରାଉରକେଲାରେ ୩୦°C, ପାରାଦୀପରେ ୩୦°C, ହୀରାକୁଦରେ ୨୯.୨°C, ଗୋପାଳପୁରରେ ୨୯°C ରେକର୍ଡ ହୋଇଛି ।