ସଞ୍ଜୟ ଲୀଲା ଭଂସାଲୀଙ୍କ ହୀରାମଣ୍ଡିରେ ପାକିସ୍ତାନର ଝଲକ, ବିକ୍ରି ହୁଅନ୍ତି ଝିଅ…
ମୁମ୍ବାଇ,୫।୨ : ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ତାଙ୍କର ଆଗାମୀ ସିରିଜ ‘ହୀରାମଣ୍ଡି’ ବିଷୟରେ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ସିରିଜରେ ପାକିସ୍ତାନର ହୀରାମଣ୍ଡିର ଝଲକ ଦେଖିବାକୁ ମିଳିବ। ପ୍ରେମ, ଶକ୍ତି ଏବଂ ସ୍ବାଧୀନତା ପାଇଁ କିପରି ଦେହଜୀବୀମାନେ ସଂଘର୍ଷ କରୁଛନ୍ତି ତାହା ଏହି ସିରିଜରେ ଦର୍ଶାଇ ଯାଇଛି। କେବଳ ପାକିସ୍ତାନ ନୁହେଁ ଭାରତରେ ମଧ୍ୟ ଏଭଳି ସ୍ଥାନ ଅଛି, ଯାହାର ନାମ ‘ଘାସମଣ୍ଡି’। ଏହି ନାମ ହୁଏତ ‘ଘାସ’ ସହିତ ଜଡିତ ହୋଇପାରେ, […] The post ସଞ୍ଜୟ ଲୀଲା ଭଂସାଲୀଙ୍କ ହୀରାମଣ୍ଡିରେ ପାକିସ୍ତାନର ଝଲକ, ବିକ୍ରି ହୁଅନ୍ତି ଝିଅ… appeared first on Dharitri Odia News.
ମୁମ୍ବାଇ,୫।୨ : ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ତାଙ୍କର ଆଗାମୀ ସିରିଜ ‘ହୀରାମଣ୍ଡି’ ବିଷୟରେ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ସିରିଜରେ ପାକିସ୍ତାନର ହୀରାମଣ୍ଡିର ଝଲକ ଦେଖିବାକୁ ମିଳିବ। ପ୍ରେମ, ଶକ୍ତି ଏବଂ ସ୍ବାଧୀନତା ପାଇଁ କିପରି ଦେହଜୀବୀମାନେ ସଂଘର୍ଷ କରୁଛନ୍ତି ତାହା ଏହି ସିରିଜରେ ଦର୍ଶାଇ ଯାଇଛି।
କେବଳ ପାକିସ୍ତାନ ନୁହେଁ ଭାରତରେ ମଧ୍ୟ ଏଭଳି ସ୍ଥାନ ଅଛି, ଯାହାର ନାମ ‘ଘାସମଣ୍ଡି’। ଏହି ନାମ ହୁଏତ ‘ଘାସ’ ସହିତ ଜଡିତ ହୋଇପାରେ, କିନ୍ତୁ ଏହି ‘ମଣ୍ଡି’ରେ ଝିଅମାନଙ୍କର କିଣାବିକା ହୋଇଥାଏ।
ଭାରତର ସେହି ରାଜ୍ୟ ଯାହା ଏହାର ସଭ୍ୟତା, ସଂସ୍କୃତି ଏବଂ ଐତିହ୍ୟ ପାଇଁ ଜଣାଶୁଣା। କେହି କେବେ କଳ୍ପନା କରିପାରିବେନି। ରାଜ୍ୟରେ ଦେହ ବ୍ୟବସାୟ ମଧ୍ୟ ହୋଇଥାଏ। ଏଠାରେ ମହିଳାମାନଙ୍କ ଶରୀରକୁ ନେଇ କଳା କାରବାର ହୋଇଥାଏ।
ରାଜସ୍ଥାନର ଯୋଧପୁରର ଘାସମଣ୍ଡିରେ ଝିଅମାନଙ୍କର କିଣାବିକା ହୋଇଥାଏ। ଏଠାରେ ବହୁ ନିରୀହ ଝିଅ ପେଟ ପାଇଁ ବାଧ୍ୟତାମୂଳକ ଭାବେ ଏହି କାମ କରନ୍ତି ।
The post ସଞ୍ଜୟ ଲୀଲା ଭଂସାଲୀଙ୍କ ହୀରାମଣ୍ଡିରେ ପାକିସ୍ତାନର ଝଲକ, ବିକ୍ରି ହୁଅନ୍ତି ଝିଅ… appeared first on Dharitri Odia News.