ସଡକ ସୁରକ୍ଷା ଧରପଗଡ, ଆଦାୟ ହେଲା ପ୍ରବଳ ଅର୍ଥର ଜରିମାନା
ଭଦ୍ରକ ୦୬/୦୨: ରାଜ୍ୟରେ ଜାରି ରହିଛି ସଡକ ସୁରକ୍ଷା ସପ୍ତାହ । ନିୟମ କଡାକଡି ଲାଗୁ କରାଯିବା ଆଧାରରେ ଭଦ୍ରକ ସହରର ଆରଡ଼ି ଛକରେ ଚାଲିଛି ଜୋରଦାର ଧରପଗଡ । ଫଳରେ ଏହି ଧରପଗଡ ଅନୁଯାୟୀ କରାଯାଇ ବିପୁଳ ପରିମାଣାର ଜରିମାନା ଆଦାୟ କରାଯାଇଅଛି । ସୂଚନା ଥାଉକି, ବିନା ହେଲମେଟରେ ୨୧ଟି, ଦୃତ ବେଗରେ ଗାଡି ଚାଳନା ୪ ଟି, ଓଭର୍ ଲୋଡ ୩ ଜଣିଆ ଗାଡି ଚାଳନା ୧ ଟି କେଶ୍ ଚିହ୍ନଟ କରାଯାଇ ଚାଲାଣ କଟାଯାଇଥିଲା । ଟ୍ରାଫିକ ସବ୍ ଇନିସ୍ପେକ୍ଟର ଶର୍ମିଷ୍ଠା ମିଶ୍ର, ଏ ଏସ ଆଇ ଶ୍ୟାମ ସୁନ୍ଦର ନାୟକ ଓ ମୋଟର ଯାନ ବିଭାଗର କର୍ମଚାରୀ ଏହି ଧରପଗଡରେ ସାମିଲ ଥିଲେ ।
ଭଦ୍ରକ ୦୬/୦୨: ରାଜ୍ୟରେ ଜାରି ରହିଛି ସଡକ ସୁରକ୍ଷା ସପ୍ତାହ । ନିୟମ କଡାକଡି ଲାଗୁ କରାଯିବା ଆଧାରରେ ଭଦ୍ରକ ସହରର ଆରଡ଼ି ଛକରେ ଚାଲିଛି ଜୋରଦାର ଧରପଗଡ । ଫଳରେ ଏହି ଧରପଗଡ ଅନୁଯାୟୀ କରାଯାଇ ବିପୁଳ ପରିମାଣାର ଜରିମାନା ଆଦାୟ କରାଯାଇଅଛି ।
ସୂଚନା ଥାଉକି, ବିନା ହେଲମେଟରେ ୨୧ଟି, ଦୃତ ବେଗରେ ଗାଡି ଚାଳନା ୪ ଟି, ଓଭର୍ ଲୋଡ ୩ ଜଣିଆ ଗାଡି ଚାଳନା ୧ ଟି କେଶ୍ ଚିହ୍ନଟ କରାଯାଇ ଚାଲାଣ କଟାଯାଇଥିଲା । ଟ୍ରାଫିକ ସବ୍ ଇନିସ୍ପେକ୍ଟର ଶର୍ମିଷ୍ଠା ମିଶ୍ର, ଏ ଏସ ଆଇ ଶ୍ୟାମ ସୁନ୍ଦର ନାୟକ ଓ ମୋଟର ଯାନ ବିଭାଗର କର୍ମଚାରୀ ଏହି ଧରପଗଡରେ ସାମିଲ ଥିଲେ ।