ସଡ଼କ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ-ଝିଅ ଆହତ, ହସ୍ପିଟାଲରେ ଭର୍ତ୍ତି
ଅନୁଗୁଳ: ରବିବାର ସଡ଼କ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କ ସ୍ତ୍ରୀ, ଝିଅ କାର୍ରେ ଆସୁଥିବାବେଳେ ଆଉ ଏକ କାର୍ ସହ ଧକ୍କା ହୋଇଥିଲା । ଫଳରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ଏବଂ ଝିଅ ଆହତ ହୋଇଛନ୍ତି । ଏନ୍ଏଚ୍ ୫୫ ହଣ୍ଡପା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁଇ ଜଣଙ୍କୁ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହୁରି ପଢ଼ନ୍ତୁ : କୋଳରେ ମାସକର ଛୁଆ ମୃତ୍ୟୁଶଯ୍ୟାରେ ସ୍ବାମୀ, ଅନ୍ତିମ ସଂସ୍କାର ପାଇଁ ପାଖରେ […] The post ସଡ଼କ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ-ଝିଅ ଆହତ, ହସ୍ପିଟାଲରେ ଭର୍ତ୍ତି appeared first on KNews Odisha.

ଅନୁଗୁଳ: ରବିବାର ସଡ଼କ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କ ସ୍ତ୍ରୀ, ଝିଅ କାର୍ରେ ଆସୁଥିବାବେଳେ ଆଉ ଏକ କାର୍ ସହ ଧକ୍କା ହୋଇଥିଲା । ଫଳରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ଏବଂ ଝିଅ ଆହତ ହୋଇଛନ୍ତି । ଏନ୍ଏଚ୍ ୫୫ ହଣ୍ଡପା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁଇ ଜଣଙ୍କୁ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଆହୁରି ପଢ଼ନ୍ତୁ : କୋଳରେ ମାସକର ଛୁଆ ମୃତ୍ୟୁଶଯ୍ୟାରେ ସ୍ବାମୀ, ଅନ୍ତିମ ସଂସ୍କାର ପାଇଁ ପାଖରେ ନାହିଁ ସମ୍ବଳ
The post ସଡ଼କ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ-ଝିଅ ଆହତ, ହସ୍ପିଟାଲରେ ଭର୍ତ୍ତି appeared first on KNews Odisha.