ସତ ହେବ କି ମୋଦିଙ୍କ ୪୦୦ ପାର୍‌ ସ୍ଲୋଗାନ୍‌: ଜାଣନ୍ତୁ ଏନେଇ କ’ଣ କହିଲେ ନିତିନ ଗଡକରି

ନୂଆଦିଲ୍ଲୀ,୧୭।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ପରିବେଶ ସରଗରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବ୍‌ କି ବାର୍‌ ୪୦୦ ପାର୍‌ ସ୍ଲୋଗାନ ଦେଇଛନ୍ତି। ତେବେ ଏହା କେଦୂର ସମ୍ଭବ ତାହାକୁ ନେଇ ଆଲୋଚନା ହେଉଛି। ମୋଦି ଅବ୍‌ କି ବାର୍‌ ୪୦୦ ପାର୍‌ ସ୍ଲୋଗାନ ସମ୍ଭବ କି ପ୍ରଶ୍ନରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ଗଡକରୀ କହିଛନ୍ତି, ସଂପୂର୍ଣ୍ଣ ସମ୍ଭବ। ଟ୍ରେଣ୍ଡ୍‌ ଦେଖିଲେ ଜଣାପଡୁଛି ଯେ, ଭାଜପା ୩୭୦ଟି ସିଟ […] The post ସତ ହେବ କି ମୋଦିଙ୍କ ୪୦୦ ପାର୍‌ ସ୍ଲୋଗାନ୍‌: ଜାଣନ୍ତୁ ଏନେଇ କ’ଣ କହିଲେ ନିତିନ ଗଡକରି appeared first on Dharitri Odia News.

ସତ ହେବ କି ମୋଦିଙ୍କ ୪୦୦ ପାର୍‌ ସ୍ଲୋଗାନ୍‌: ଜାଣନ୍ତୁ ଏନେଇ କ’ଣ କହିଲେ ନିତିନ ଗଡକରି

ନୂଆଦିଲ୍ଲୀ,୧୭।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ପରିବେଶ ସରଗରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବ୍‌ କି ବାର୍‌ ୪୦୦ ପାର୍‌ ସ୍ଲୋଗାନ ଦେଇଛନ୍ତି। ତେବେ ଏହା କେଦୂର ସମ୍ଭବ ତାହାକୁ ନେଇ ଆଲୋଚନା ହେଉଛି। ମୋଦି ଅବ୍‌ କି ବାର୍‌ ୪୦୦ ପାର୍‌ ସ୍ଲୋଗାନ ସମ୍ଭବ କି ପ୍ରଶ୍ନରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ଗଡକରୀ କହିଛନ୍ତି, ସଂପୂର୍ଣ୍ଣ ସମ୍ଭବ। ଟ୍ରେଣ୍ଡ୍‌ ଦେଖିଲେ ଜଣାପଡୁଛି ଯେ, ଭାଜପା ୩୭୦ଟି ସିଟ ଏବଂ ଏନଡିଏ ଦଳ ୩୦ରୁ ଅଧିକ ସିଟ ଜିତିବେ। ଆମେ ନିଶ୍ଚିତ ଭାବେ କର୍ନାଟକରେ ଜିତିବୁ। ଏଥିସହ ଦକ୍ଷିଣ ଭାରତରେ ମଧ୍ୟ ଏନଡିଏ ସଫଳତା ପାଇବ। ଆମେ ବହୁତ ଭଲ ଆଦେଶ ପାଇବୁ। ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ।

The post ସତ ହେବ କି ମୋଦିଙ୍କ ୪୦୦ ପାର୍‌ ସ୍ଲୋଗାନ୍‌: ଜାଣନ୍ତୁ ଏନେଇ କ’ଣ କହିଲେ ନିତିନ ଗଡକରି appeared first on Dharitri Odia News.