ସତରେ ଭାଙ୍ଗିଯିବ କି ବିଜେଡି ?

ଜୟନାରାୟଣ ଖାଲି ବିଜେଡି ଛିନଛତ୍ର ହେବା କହି ନାହାନ୍ତି, ତା ’ହିତ ବିଜେଡିର ବହୁ ନେତା ବିଜେପି ଯୋଗାଯୋଗରେ ଥିବା କଥା ଦୋହରାଇ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛନ୍ତି।

ସତରେ ଭାଙ୍ଗିଯିବ କି ବିଜେଡି ?

ସତରେ ଭାଙ୍ଗିଯିବ କି ବିଜେଡି ? ନିର୍ବାଚନ ବିପର୍ଯ୍ୟୟ ପରଠୁ ଜଣକ ପରେ ଜଣେ ବିଜେଡି ସାଂସଦ ଦଳର ହାତ ଛାଡ଼ିବା, ଜଣଙ୍କ ପରେ ଜଣେ ନେତା ବିସ୍ଫୋରଣ ମୁଦ୍ରାକୁ ଆସିବା ପରେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ହଇଚଇ। ଜୟନାରାୟଣ ଖାଲି ବିଜେଡି ଛିନଛତ୍ର ହେବା କହି ନାହାନ୍ତି, ତା ’ହିତ ବିଜେଡିର ବହୁ ନେତା ବିଜେପି ଯୋଗାଯୋଗରେ ଥିବା କଥା ଦୋହରାଇ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛନ୍ତି।