ସତ୍ୟବାଦୀରେ ବାଘର ଭୟ, ସୋସିଆଲ ମିଡିଆରେ ପାଦ ଚିହ୍ନ ଭାଇରାଲ ପରେ ବନ ବିଭାଗର ଛାନ୍‌ଭିନ୍

କଣାସ ୦୨/୦୩: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳୁଗୁମୁ ପଂଚାୟତ ସିଂଘାକୁଦାରେ ବାଘ ଭୟ । ସୋସିଆଲ ମିଡ଼ିଆରେ ଭାଇରଲ ହେବା ପରେ ଏବେ ବନ ବିଭାଗ ଖୋଜୁଛି ବାଘ । ଘଟଣା ସ୍ଥଳରେ ପୁରି ଜିଲ୍ଲା DFO ଙ୍କ ସମେତ ବନ ବିଭାଗର କର୍ମଚାରି ମାନେ ପହଂଚି କରୁଛନ୍ତି ତଦନ୍ତ ଘଟଣା ସ୍ଥଳରୁ ମଳ, ପାଦ ଚିହ୍ନ ସମେତ ମାଟି ପରୀକ୍ଷା କରିବାକୁ ନେବା ସହିତ ଅଂଚଳବାସୀ ଭୟ ନକରିବାପାଇଁ ଅନୁରୋଧ କରିଛନ୍ତି । ଏହା ବାଘ ନୁହେଁ ଫିସିଂ କ୍ୟାଟ ବୋଲି DFO କହିଥିବା ବେଳେ ଅଂଚଳ ବାସୀ ବିଶ୍ୱାସ କରିବାକୁ ନାଁ ରାଜ । ଯେଉଁ ବ୍ୟକ୍ତି ଭିଡିଓ ଭାଇରାଲ କରିଥିଲେ ସେ କହୁଛନ୍ତି ବାଘ ବୋଲି । ତେବେ ତଦନ୍ତ ପରେ ସ୍ପଷ୍ଟ ହେବେ ସେ ବାଘ କି ବଣଭୁଆ । you can also read.... https://www.prameyanews7.com/tigress-sara-falls-sick-at-nandankanan-zoo/ The post ସତ୍ୟବାଦୀରେ ବାଘର ଭୟ, ସୋସିଆଲ ମିଡିଆରେ ପାଦ ଚିହ୍ନ ଭାଇରାଲ ପରେ ବନ ବିଭାଗର ଛାନ୍‌ଭିନ୍ appeared first on Prameya News7.

ସତ୍ୟବାଦୀରେ ବାଘର ଭୟ, ସୋସିଆଲ ମିଡିଆରେ ପାଦ ଚିହ୍ନ ଭାଇରାଲ ପରେ ବନ ବିଭାଗର ଛାନ୍‌ଭିନ୍

କଣାସ ୦୨/୦୩: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳୁଗୁମୁ ପଂଚାୟତ ସିଂଘାକୁଦାରେ ବାଘ ଭୟ । ସୋସିଆଲ ମିଡ଼ିଆରେ ଭାଇରଲ ହେବା ପରେ ଏବେ ବନ ବିଭାଗ ଖୋଜୁଛି ବାଘ ।

ଘଟଣା ସ୍ଥଳରେ ପୁରି ଜିଲ୍ଲା DFO ଙ୍କ ସମେତ ବନ ବିଭାଗର କର୍ମଚାରି ମାନେ ପହଂଚି କରୁଛନ୍ତି ତଦନ୍ତ ଘଟଣା ସ୍ଥଳରୁ ମଳ, ପାଦ ଚିହ୍ନ ସମେତ ମାଟି ପରୀକ୍ଷା କରିବାକୁ ନେବା ସହିତ ଅଂଚଳବାସୀ ଭୟ ନକରିବାପାଇଁ ଅନୁରୋଧ କରିଛନ୍ତି । ଏହା ବାଘ ନୁହେଁ ଫିସିଂ କ୍ୟାଟ ବୋଲି DFO କହିଥିବା ବେଳେ ଅଂଚଳ ବାସୀ ବିଶ୍ୱାସ କରିବାକୁ ନାଁ ରାଜ । ଯେଉଁ ବ୍ୟକ୍ତି ଭିଡିଓ ଭାଇରାଲ କରିଥିଲେ ସେ କହୁଛନ୍ତି ବାଘ ବୋଲି । ତେବେ ତଦନ୍ତ ପରେ ସ୍ପଷ୍ଟ ହେବେ ସେ ବାଘ କି ବଣଭୁଆ ।

you can also read....

https://www.prameyanews7.com/tigress-sara-falls-sick-at-nandankanan-zoo/

The post ସତ୍ୟବାଦୀରେ ବାଘର ଭୟ, ସୋସିଆଲ ମିଡିଆରେ ପାଦ ଚିହ୍ନ ଭାଇରାଲ ପରେ ବନ ବିଭାଗର ଛାନ୍‌ଭିନ୍ appeared first on Prameya News7.