ସନାତନ ମହାକୁଡ଼ଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି

ଭୁବନେଶ୍ୱର : ନିର୍ବାଚନୀ ଅନିୟମିତତା ମାମଲା । ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଚମ୍ପୁଆ ବିଧାନସଭା ନିର୍ବାଚନୀ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। ସ୍ୱାଧୀନ ପ୍ରାର୍ଥୀ ଗୁରୁବନ୍ତ ସିଂ ଅଲୁୱାଲିୟା କରିଥିବା ମାମଲା ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଆବେଦନ ଦାୟର ହୋଇନଥିବାରୁ ମାମଲାକୁ କୋର୍ଟ ଖାରଜ କରି ଦେଇଛନ୍ତି। ମାମଲା ଖାରଜ ହେବା ପରେ ସନାତନ ମହାକୁଡଙ୍କୁ ଆଶ୍ୱସ୍ତି ମିଳିଛି । ନିୟମ ଅନୁସାରେ ନିର୍ବାଚନ ଫଳାଫଳ ଘୋଷଣା ହେବାର […]

ସନାତନ ମହାକୁଡ଼ଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି
ସନାତନ ମହାକୁଡ଼ଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି

ଭୁବନେଶ୍ୱର : ନିର୍ବାଚନୀ ଅନିୟମିତତା ମାମଲା । ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଚମ୍ପୁଆ ବିଧାନସଭା ନିର୍ବାଚନୀ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ। ସ୍ୱାଧୀନ ପ୍ରାର୍ଥୀ ଗୁରୁବନ୍ତ ସିଂ ଅଲୁୱାଲିୟା କରିଥିବା ମାମଲା ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଆବେଦନ ଦାୟର ହୋଇନଥିବାରୁ ମାମଲାକୁ କୋର୍ଟ ଖାରଜ କରି ଦେଇଛନ୍ତି। ମାମଲା ଖାରଜ ହେବା ପରେ ସନାତନ ମହାକୁଡଙ୍କୁ ଆଶ୍ୱସ୍ତି ମିଳିଛି ।

ନିୟମ ଅନୁସାରେ ନିର୍ବାଚନ ଫଳାଫଳ ଘୋଷଣା ହେବାର ୪୫ ଦିନ ଭିତରେ ନିର୍ବାଚନୀ ଅନିୟମିତତା ମାମଲା ଦାୟର ହୋଇପାରିବ। ହେଲେ ଚମ୍ପୁଆର ସ୍ୱାଧୀନ ପ୍ରାର୍ଥୀ ଗୁରୁବକ୍ସ ସିଂ ଆଲୁୱାଲିଆ ଧାର୍ଯ୍ୟ ସମୟଠାରୁ ୧୧ ଦିନ ପରେ ମାମଲା ଦାୟର କରିଥିଲେ। ତେଣୁ ଓଡିଶା ହାଇକୋର୍ଟ ତାଙ୍କ ମାମଲାକୁ ଖାରଜ କରିଦେଇଛନ୍ତି।