ସନ୍ଧ୍ୟା ୫ ଟାରେ ନବୀନ ନିବାସରେ ବୈଠକ,ହୋଇପାରେ ବଡ଼ ଘୋଷଣା
ଭୁବନେଶ୍ୱର : ଆଜି ସନ୍ଧ୍ୟା ୫ ଟାରେ ନବୀନ ନିବାସରେ ବସିବ ବୈଠକ I ନିର୍ବାଚନ ଜିତିଥିବା ନବ ନିର୍ବାଚିତ ବିଧାୟକଙ୍କୁ ନବୀନ ନିବାସରୁ ଡାକରା ଆସିଛି I ସଂଧ୍ୟାା ୫ଟାରେ ଆସି ନବୀନ ନିବାସରେ ପହଞ୍ଚିବାକୁ ଦିଆଯାଇଛି ନିର୍ଦ୍ଦେଶ। ଦଳର ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ରହିବ ସେନେଇ ବୈଠକରେ ଆଲୋଚନା ହେବ I ଚଳିତ ନିର୍ବାଚନରେ ପରାଜୟ ପରେ ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଏହା ସହିତ ୨୪ […]

ଭୁବନେଶ୍ୱର : ଆଜି ସନ୍ଧ୍ୟା ୫ ଟାରେ ନବୀନ ନିବାସରେ ବସିବ ବୈଠକ I ନିର୍ବାଚନ ଜିତିଥିବା ନବ ନିର୍ବାଚିତ ବିଧାୟକଙ୍କୁ ନବୀନ ନିବାସରୁ ଡାକରା ଆସିଛି I ସଂଧ୍ୟାା ୫ଟାରେ ଆସି ନବୀନ ନିବାସରେ ପହଞ୍ଚିବାକୁ ଦିଆଯାଇଛି ନିର୍ଦ୍ଦେଶ। ଦଳର ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ରହିବ ସେନେଇ ବୈଠକରେ ଆଲୋଚନା ହେବ I ଚଳିତ ନିର୍ବାଚନରେ ପରାଜୟ ପରେ ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଏହା ସହିତ ୨୪ ବର୍ଷର ଏକ ସ୍ୱର୍ଣ୍ଣିମ ଯୁଗର ଅନ୍ତ ଘଟିଛି I