ସନ୍ୟାସ ଘୋଷଣା କଲେ ଏହି ଖେଳଳି
ନୂଆଦିଲ୍ଲୀ,୨୭।୨: ୨୯ ଫେବୃଆରୀରୁ ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇଟି ମ୍ୟାଚ ଟେଷ୍ଟ ସିରିଜ ଖେଳାଯିବ । ଏଥିପାଇଁ ନ୍ୟୁଜିଲ୍ୟାଣ୍ଡ ପ୍ଲେ-୧୧ ଘୋଷଣା କରିଛି। କିନ୍ତୁ ଏଥିରେ ନିଲ ୱାଗନର୍ଙ୍କୁ ସାମିଲ କରାଯାଇନାହିଁ। ୱାଗନର୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଅନେକ ଥର ନ୍ୟୁଜିଲ୍ୟାଣ୍ଡ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୱାଗନର୍ ଟିମ ଇଣ୍ଡିଆ ବିପକ୍ଷରେ ସ୍ମରଣୀୟ ପ୍ରଦର୍ଶନ ଦେଇଛନ୍ତି। ସେ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚରେ ୮ ଉଇକେଯ୍ ନେଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ […] The post ସନ୍ୟାସ ଘୋଷଣା କଲେ ଏହି ଖେଳଳି appeared first on Dharitri Odia News.
ନୂଆଦିଲ୍ଲୀ,୨୭।୨: ୨୯ ଫେବୃଆରୀରୁ ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇଟି ମ୍ୟାଚ ଟେଷ୍ଟ ସିରିଜ ଖେଳାଯିବ । ଏଥିପାଇଁ ନ୍ୟୁଜିଲ୍ୟାଣ୍ଡ ପ୍ଲେ-୧୧ ଘୋଷଣା କରିଛି। କିନ୍ତୁ ଏଥିରେ ନିଲ ୱାଗନର୍ଙ୍କୁ ସାମିଲ କରାଯାଇନାହିଁ। ୱାଗନର୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଅନେକ ଥର ନ୍ୟୁଜିଲ୍ୟାଣ୍ଡ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୱାଗନର୍ ଟିମ ଇଣ୍ଡିଆ ବିପକ୍ଷରେ ସ୍ମରଣୀୟ ପ୍ରଦର୍ଶନ ଦେଇଛନ୍ତି। ସେ ଭାରତ ବିପକ୍ଷ ଟେଷ୍ଟ ମ୍ୟାଚରେ ୮ ଉଇକେଯ୍ ନେଇଥିଲେ।
ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ପ୍ଲେ-୧୧ରେ ୱାଗନର୍ ସ୍ଥାନ ପାଇନାହାଁନ୍ତି। ଏହା ପରେ ସେ ଅବସର ଘୋଷଣା କରିଥିଲେ। ଆଇସିସି ୱେବସାଇଟରେ ପ୍ରକାଶିତ ଖବର ଅନୁଯାୟୀ ୱାଗନର୍ କହିଛନ୍ତି ଯେ, ଏହି ସପ୍ତାହ ଅତ୍ୟନ୍ତ ଭାବପ୍ରବଣ ହୋଇଛି। ଆପଣ ସହଜରେ ଏପରି କିଛି ଜିନିଷଠାରୁ ଦୂରେଇ ଯାଇପାରିବେ ନାହିଁ ଯାହା ସହିତ ଆପଣ ଦୀର୍ଘ ସମୟ ଧରି ଜଡିତ ଅଛନ୍ତି ।
The post ସନ୍ୟାସ ଘୋଷଣା କଲେ ଏହି ଖେଳଳି appeared first on Dharitri Odia News.