ସପ୍ତମ ବାଟାଲିୟନରୁ ମିଳିଲା ସିପାହୀଙ୍କ ମୃତଦେହ, ଛାନଭିନ୍ କରୁଛି ମୈତ୍ରୀ ବିହାର ପୋଲିସ

ଭୁବନେଶ୍ବର ୧୨।୭: ଭୁବନେଶ୍ୱର ସପ୍ତମ ବାଟାଲିୟନରୁ ମିଳିଲା ସିପାହୀଙ୍କ ଝୁଲନ୍ତା ମୃତଦେହ । ସପ୍ତମ ବାଟାଲିୟନର ସିପାହୀ ଦୁର୍ଯୋଧନ ମହାନ୍ତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେ ୨୦୦୨ ବ୍ୟାଚ୍‌ର ସିପାହୀ ଥିଲେ । ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣାକୁ ନେଇ ଛାନଭିନ୍ ଚଳାଇଛି ମୈତ୍ରୀ ବିହାର ଥାନା ପୋଲିସ । ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ  ଚଳାଇଛି  ପୋଲିସ । ପୋଷ୍ଟମର୍ଟମ ପରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ପୋଲିସ କହିଛି । ସେପଟେ ପାରିବାରିକ କନ୍ଦଳ ଓ କିଛି ବକେୟା ଟଙ୍କା ପାଇଁ ଦୁର୍ଯୋଧନ ଏଭଳି ଚରମ ନିଷ୍ପତ୍ତି ନେବା କଥା ଜଣାପଡିଛି ।You Can Read:ମୃତ୍ତିକା ସଂରକ୍ଷଣ ଅଫିସ୍‌ରୁ ରେଞ୍ଜ ଅଫିସରଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ସପ୍ତମ ବାଟାଲିୟନରୁ ମିଳିଲା ସିପାହୀଙ୍କ ମୃତଦେହ, ଛାନଭିନ୍ କରୁଛି ମୈତ୍ରୀ ବିହାର ପୋଲିସ

ଭୁବନେଶ୍ବର ୧୨: ଭୁବନେଶ୍ୱର ସପ୍ତମ ବାଟାଲିୟନରୁ ମିଳିଲା ସିପାହୀଙ୍କ ଝୁଲନ୍ତା ମୃତଦେହ । ସପ୍ତମ ବାଟାଲିୟନର ସିପାହୀ ଦୁର୍ଯୋଧନ ମହାନ୍ତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେ ୨୦୦୨ ବ୍ୟାଚ୍‌ର ସିପାହୀ ଥିଲେ । ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । 

ଘଟଣାକୁ ନେଇ ଛାନଭିନ୍ ଚଳାଇଛି ମୈତ୍ରୀ ବିହାର ଥାନା ପୋଲିସ । ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ  ଚଳାଇଛି  ପୋଲିସ । ପୋଷ୍ଟମର୍ଟମ ପରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ପୋଲିସ କହିଛି । ସେପଟେ ପାରିବାରିକ କନ୍ଦଳ ଓ କିଛି ବକେୟା ଟଙ୍କା ପାଇଁ ଦୁର୍ଯୋଧନ ଏଭଳି ଚରମ ନିଷ୍ପତ୍ତି ନେବା କଥା ଜଣାପଡିଛି ।

You Can Read:

ମୃତ୍ତିକା ସଂରକ୍ଷଣ ଅଫିସ୍‌ରୁ ରେଞ୍ଜ ଅଫିସରଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ