ସବୁ ଟ୍ରାଫିକ୍ ପୋଷ୍ଟରୁ ହଟିବ ରେଡ୍‌ ଲାଇଟ୍, ହେବ ବିକଳ୍ପ ବ୍ୟବସ୍ଥା

ଭୁବନେଶ୍ବର ୨୫।୬: ଟ୍ରାଫିକ୍ ପୋଷ୍ଟରୁ ହଟିବ ରେଡ୍ ଲାଇଟ୍ । ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନାହିଁ । ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ । ଓଭର ବ୍ରିଜ୍, ଆପ୍ରୋଚ୍ ରୋଡ୍ ପରି ବ୍ୟବସ୍ଥା କରାଯିବ । ତେବେ ଏ ନେଇ ଖୁବ୍ ଶୀଘ୍ର ବିଭାଗ ସ୍ତରୀୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । You Can Read :ପରିବା ବଜାରରେ ମହଙ୍ଗା ମାଡ଼, ୫ ଶହ ଟଙ୍କାର ପରିବା କିଣିଲେ ବି ବ୍ୟାଗ୍ ଅଧା ହେଉନି 

ସବୁ ଟ୍ରାଫିକ୍ ପୋଷ୍ଟରୁ ହଟିବ ରେଡ୍‌ ଲାଇଟ୍, ହେବ ବିକଳ୍ପ ବ୍ୟବସ୍ଥା

ଭୁବନେଶ୍ବର ୨୫।୬: ଟ୍ରାଫିକ୍ ପୋଷ୍ଟରୁ ହଟିବ ରେଡ୍ ଲାଇଟ୍ । ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନାହିଁ । ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ । ଓଭର ବ୍ରିଜ୍, ଆପ୍ରୋଚ୍ ରୋଡ୍ ପରି ବ୍ୟବସ୍ଥା କରାଯିବ । ତେବେ ଏ ନେଇ ଖୁବ୍ ଶୀଘ୍ର ବିଭାଗ ସ୍ତରୀୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । 

You Can Read :

ପରିବା ବଜାରରେ ମହଙ୍ଗା ମାଡ଼, ୫ ଶହ ଟଙ୍କାର ପରିବା କିଣିଲେ ବି ବ୍ୟାଗ୍ ଅଧା ହେଉନି