ସମର୍ପଣ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ସମ୍ବଲପୁର:ଭାରତୀୟ ଜନତା ପାର୍ଟି ସମ୍ବଲପୁର ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ସଭାପତିତ୍ବରେ ମଙ୍ଗଳବାର ମହାନ ରାଷ୍ଟ୍ରନେତା, ରାଷ୍ଟ୍ରଧର୍ମୀ ଚିନ୍ତକ, ଏକାତ୍ମ ମାନବବାଦ୍ ଦର୍ଶନର ଏବଂ ଅନ୍ତ୍ୟୋଦୟର ରୂପକାର ପଣ୍ଡିତ ଦିନଦୟାଳ ଉପାଧ୍ୟାୟ ଜୀଙ୍କ ପୁଣ୍ୟ ତିଥି ଉପଲକ୍ଷେ ସମର୍ପଣ ଦିବସ ଭାବେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପଣ୍ଡିତ ଦିନଦୟାଳ ଉପାଧ୍ୟାୟ ଜୀଙ୍କ ଫଟୋ ଚିତ୍ରରେ ତାଙ୍କର ମହାନ ତ୍ୟାଗକୁ ସ୍ମରଣ କରି ଉପସ୍ଥିତ ନେତା,ଜନତା ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ […] The post ସମର୍ପଣ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ appeared first on Odisha.News.

ସମର୍ପଣ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ସମ୍ବଲପୁର:ଭାରତୀୟ ଜନତା ପାର୍ଟି ସମ୍ବଲପୁର ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ସଭାପତିତ୍ବରେ ମଙ୍ଗଳବାର ମହାନ ରାଷ୍ଟ୍ରନେତା, ରାଷ୍ଟ୍ରଧର୍ମୀ ଚିନ୍ତକ, ଏକାତ୍ମ ମାନବବାଦ୍ ଦର୍ଶନର ଏବଂ ଅନ୍ତ୍ୟୋଦୟର ରୂପକାର ପଣ୍ଡିତ ଦିନଦୟାଳ ଉପାଧ୍ୟାୟ ଜୀଙ୍କ ପୁଣ୍ୟ ତିଥି ଉପଲକ୍ଷେ ସମର୍ପଣ ଦିବସ ଭାବେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପଣ୍ଡିତ ଦିନଦୟାଳ ଉପାଧ୍ୟାୟ ଜୀଙ୍କ ଫଟୋ ଚିତ୍ରରେ ତାଙ୍କର ମହାନ ତ୍ୟାଗକୁ ସ୍ମରଣ କରି ଉପସ୍ଥିତ ନେତା,ଜନତା ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରା ଯାଇଥିଲେ ।
ଏହି ଅବସରରେ ସମାଜସେବୀ କାର୍ତ୍ତିକ ବହିଦାର, ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ, ସମଲେଶ୍ଵରୀ ମଣ୍ଡଳ ର ପୂର୍ବତନ ସଭାପତି ଶମ୍ଭୁ ବାରେଲିୟା, ସାକ୍ଷୀ ଗୋପୀନାଥ ମଣ୍ଡଳ ସଭାପତି ବଳରାମ ମହାପାତ୍ର,ଗୋଲକ ବିହାରୀ ମିଶ୍ର, ଦେବାଶିଷ ପୁରୋହିତ, ଗିରିଜା ସାହୁ, ସରୋଜ ଘଡେ଼ଇ, ମୁନ୍ନା ତିୱାରୀ, ଶିବ ନାରାୟଣ ବେହେରା, ମିଲନ ମହାରଣା, ଟୁକୁ ମହାନ୍ତି, ଦୟାନିଧି ପ୍ରଧାନ, ମାନସୀ ମିଶ୍ର, କଲ୍ୟାଣୀ ପାଢ଼ୀ, ଇନ୍ଦ୍ରାଣୀ ସାହୁ, ନୟନ ପଟେଲ, ଯୁଗଳ ରେଡ୍ଡୀ, ଜୟଜିତ୍ ସାହୁ, ରୂପେଶ ଦାସ, ଫିରୋଜ୍ ଖନ୍, ସୁନିଲ ନନ୍ଦ, ଲୋକନାଥ ଲୁହା, ସନ୍ତୋଷ ସାହୁ ଓ ନୀଳାମ୍ବର ସିକନ୍ଦର ପ୍ରମୁଖ ଉପସ୍ଥିତ ଥିଲେ।

The post ସମର୍ପଣ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ appeared first on Odisha.News.