ସମଲରେ ଧରା ପଡିଲା ୧୭୦ କେଜି ମାଛ
ସମଲ / କଣିହାଁ : ସମଲ ବ୍ୟାରେଜ ବ୍ରାହ୍ମଣୀ ନଦୀ ତଳ ମୁଣ୍ଡରେ ଧରାହୋଇଛି ବିଶାଳକାୟ ମାଛ । ୧୭୦ କେ.ଜି. ର ମାଛ ଧରିଛନ୍ତି ସ୍ଥାନୀୟ ଲୋକେ । ରେଙ୍ଗାଳି ଡ୍ୟାମ ତା’ର ଜଳ ନିଷ୍କାସନ ଗେଟ୍ ଖୋଲିବାପରେ ସମଲ ବ୍ୟାରେଜ ରେ ବନ୍ୟା ଜଳ ପ୍ରବେଶ କରିଥିଲା । ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ସମଲ ବ୍ୟାରେଜ ତଳ ପାଖରେ ଧରାପଡିଛି ଏହି ବିଶାଳକାୟ ମାଛ । ୪ ରୁ […] The post ସମଲରେ ଧରା ପଡିଲା ୧୭୦ କେଜି ମାଛ appeared first on KNews Odisha.

ସମଲ / କଣିହାଁ : ସମଲ ବ୍ୟାରେଜ ବ୍ରାହ୍ମଣୀ ନଦୀ ତଳ ମୁଣ୍ଡରେ ଧରାହୋଇଛି ବିଶାଳକାୟ ମାଛ । ୧୭୦ କେ.ଜି. ର ମାଛ ଧରିଛନ୍ତି ସ୍ଥାନୀୟ ଲୋକେ । ରେଙ୍ଗାଳି ଡ୍ୟାମ ତା’ର ଜଳ ନିଷ୍କାସନ ଗେଟ୍ ଖୋଲିବାପରେ ସମଲ ବ୍ୟାରେଜ ରେ ବନ୍ୟା ଜଳ ପ୍ରବେଶ କରିଥିଲା । ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ସମଲ ବ୍ୟାରେଜ ତଳ ପାଖରେ ଧରାପଡିଛି ଏହି ବିଶାଳକାୟ ମାଛ । ୪ ରୁ ୫ ଜଣ ମାଛଟିକୁ ଟେକି ଆଣିବା ଦେଖିବାକୁ ମିଳିଛି । ଏତେବଡ଼ ମାଛକୁ ଦେଖି ଅଞ୍ଚଳବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।
The post ସମଲରେ ଧରା ପଡିଲା ୧୭୦ କେଜି ମାଛ appeared first on KNews Odisha.