ସମଲେଶ୍ବରୀ ଦର୍ଶନ କରିବାକୁ ଆସୁଥିବା ବେଳେ ଦୁର୍ଘଟଣା : ଗଛକୁ ପିଟିଲା ସ୍କର୍ପିଓ, ୭ ଗୁରୁତର
ସମ୍ବଲପୁର ୧।୧: ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ବତେମୁରା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଗଛକୁ ପିଟିଲା ସ୍କର୍ପିଓ l ଦୁର୍ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି l ସୁବର୍ଣ୍ଣପୁର ସାଗରପାଲିରୁ ସମ୍ବଲପୁର ସମଲେଶ୍ୱରୀ ଦର୍ଶନ କରିବା ପାଇଁ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି l ଆହତ ମାନଙ୍କ ମଧ୍ୟରେ ୩ ଜଣ ଛୋଟ ପିଲା ରହିଛନ୍ତି lYou Can Read:ନୂଆବର୍ଷ ପାଇଁ ପ୍ରସିଦ୍ଧ ମହାବିନାୟକ ଶୈବପୀଠରେ ଭକ୍ତଙ୍କ ଗହଳି
ସମ୍ବଲପୁର ୧।୧: ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ବତେମୁରା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି l ଗଛକୁ ପିଟିଲା ସ୍କର୍ପିଓ l ଦୁର୍ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି l ସୁବର୍ଣ୍ଣପୁର ସାଗରପାଲିରୁ ସମ୍ବଲପୁର ସମଲେଶ୍ୱରୀ ଦର୍ଶନ କରିବା ପାଇଁ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି l ଆହତ ମାନଙ୍କ ମଧ୍ୟରେ ୩ ଜଣ ଛୋଟ ପିଲା ରହିଛନ୍ତି l
You Can Read: