ସମୁଦ୍ର କୂଳରୁ ମିଳିଲା ଯୁବକଙ୍କ ମୃତଦେହ, ସ୍ନାନ କରୁଥିବା ବେଳେ ନିଖୋଜ ହୋଇଯାଇଥିଲେ

ପୁରୀ ୧।୯: ପୁରୀ ସମୁଦ୍ର କୂଳରୁ ମିଳିଲା ମୃତଦେହ । ମୃତକ ହେଲେ ପଶ୍ଚିମବଙ୍ଗର ସୁମନ୍ତ ସାଧୁକାର । ସ୍ବର୍ଗଦ୍ବାର ନିକଟ ବେଳାଭୂମିରୁ ମୃତଦେହ ଉଦ୍ଧାର ହୋଇଛି । ଶନିବାର ଦିନ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ସୁମନ୍ତ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କ ପତ୍ତା ମିଳିନଥିଲା । ତେବେ ରବିବାର ସମୁଦ୍ର କବଳରୁ ସୁମନ୍ତଙ୍କ ମୃତଦେହ ଉଦ୍ଧାର ହୋଇଛି । ଶବ ବ୍ୟବଚ୍ଛେଦ ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ପୁରୀ ପୋଲିସ ।You Can Read:କାଶୀପୁର କନିଷ୍ଠ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୧୪ ଲକ୍ଷ ଟଙ୍କା, ରେଡ୍ ବେଳେ ଅସୁସ୍ଥ ହୋଇପଡିଛନ୍ତି JE

ସମୁଦ୍ର କୂଳରୁ ମିଳିଲା ଯୁବକଙ୍କ ମୃତଦେହ, ସ୍ନାନ କରୁଥିବା ବେଳେ ନିଖୋଜ ହୋଇଯାଇଥିଲେ

ପୁରୀ ୧।୯: ପୁରୀ ସମୁଦ୍ର କୂଳରୁ ମିଳିଲା ମୃତଦେହ । ମୃତକ ହେଲେ ପଶ୍ଚିମବଙ୍ଗର ସୁମନ୍ତ ସାଧୁକାର । ସ୍ବର୍ଗଦ୍ବାର ନିକଟ ବେଳାଭୂମିରୁ ମୃତଦେହ ଉଦ୍ଧାର ହୋଇଛି । 

ଶନିବାର ଦିନ ସମୁଦ୍ରରେ ସ୍ନାନ କରୁଥିବା ସମୟରେ ସୁମନ୍ତ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କ ପତ୍ତା ମିଳିନଥିଲା । ତେବେ ରବିବାର ସମୁଦ୍ର କବଳରୁ ସୁମନ୍ତଙ୍କ ମୃତଦେହ ଉଦ୍ଧାର ହୋଇଛି । ଶବ ବ୍ୟବଚ୍ଛେଦ ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ପୁରୀ ପୋଲିସ ।

You Can Read:

କାଶୀପୁର କନିଷ୍ଠ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୧୪ ଲକ୍ଷ ଟଙ୍କା, ରେଡ୍ ବେଳେ ଅସୁସ୍ଥ ହୋଇପଡିଛନ୍ତି JE