ସମ୍ବଲପୁର ଏଡିଏମ ପ୍ରଦୀପ ଗଲେ ଆସିଲେ ସମ୍ବିତ୍
ସମ୍ବଲପୁର: ନୂତନ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ଗଲେ ଦାୟିତ୍ୱ ନେଲେ ସମ୍ବିତ।ସମ୍ବିତ କୁମାର ଗଡନାୟକ ଆଜି ପ୍ରଦୀପ ସାହୁଙ୍କ ଠାରୁ ଦାୟିତ୍ୱ ନେଇ ନିଜ ଦାୟିତ୍ୱରେ ଯୋଗ ଦେଇଛନ୍ତି।ସମ୍ବିତ ପୂର୍ବରୁ ସେ ଇଡକୋ ଭୁବନେଶ୍ୱରର ଲ୍ୟାଣ୍ଡ ଅଫିସର ଭାବେ କାର୍ଯ୍ୟରତ ଥିଲେ | ଆଜି ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।ସମ୍ବଲପୁରରେ ଥିବା ପ୍ରଦୀପ କୁମାର ସାହୁ ଓଡିଶା ସରକାରଙ୍କ କୃଷି ଓ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଭାବେ […] The post ସମ୍ବଲପୁର ଏଡିଏମ ପ୍ରଦୀପ ଗଲେ ଆସିଲେ ସମ୍ବିତ୍ appeared first on Odisha.News.

ସମ୍ବଲପୁର: ନୂତନ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ଗଲେ ଦାୟିତ୍ୱ ନେଲେ ସମ୍ବିତ।ସମ୍ବିତ କୁମାର ଗଡନାୟକ ଆଜି ପ୍ରଦୀପ ସାହୁଙ୍କ ଠାରୁ ଦାୟିତ୍ୱ ନେଇ ନିଜ ଦାୟିତ୍ୱରେ ଯୋଗ ଦେଇଛନ୍ତି।ସମ୍ବିତ ପୂର୍ବରୁ ସେ ଇଡକୋ ଭୁବନେଶ୍ୱରର ଲ୍ୟାଣ୍ଡ ଅଫିସର ଭାବେ କାର୍ଯ୍ୟରତ ଥିଲେ | ଆଜି ବିଦାୟୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।ସମ୍ବଲପୁରରେ ଥିବା ପ୍ରଦୀପ କୁମାର ସାହୁ ଓଡିଶା ସରକାରଙ୍କ କୃଷି ଓ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛନ୍ତି |ଏହି ବଦଳି ଓଡିଶାର କୃଷି କ୍ଷେତ୍ରରେ ନୂଆ ଏକ ବିପ୍ଲବ ଆଣିବ ବୋଲି ସରକାର ଆଶା କରି ଏଭଳି ଦୟିତ୍ୱ ପ୍ରଦାନ କରିଥିବାରୁ ଓଡିଶାର ଚାଷୀ ମାନେ ମଧ୍ୟ ପ୍ରଦୀପ ସାହୁଙ୍କ ଭଳି ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ଠାରୁ ଏଭଳି ଆଶା ପ୍ରକାଶ କରିଛନ୍ତି।
The post ସମ୍ବଲପୁର ଏଡିଏମ ପ୍ରଦୀପ ଗଲେ ଆସିଲେ ସମ୍ବିତ୍ appeared first on Odisha.News.