ସମ୍ବଲପୁରର ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ସମ୍ବଲପୁର: ପବିତ୍ର ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରର ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼। ଚଳିତ ବର୍ଷ... The post ସମ୍ବଲପୁରର ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ appeared first on .

ସମ୍ବଲପୁରର ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ସମ୍ବଲପୁର: ପବିତ୍ର ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରର ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼। ଚଳିତ ବର୍ଷ ପ୍ରଶାସନର କଟକଣାକୁ ନଜରରେ ରଖି କେବଳ ବିଧିରକ୍ଷା ପାଇଁ ମନ୍ଦିର ମାନଙ୍କରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା। ଗତବର୍ଷ ହନୁମାନ ଜୟନ୍ତୀରେ ଅଶାନ୍ତ ହୋଇ ପଡିଥିଲା ସମ୍ବଲପୁର ସହର ।ଏହାକୁ ନଜରରେ ରଖି ଚଳିତ ବର୍ଷ ହନୁମାନ ଜୟନ୍ତୀରେ ବାଇକ ରାଲି ସହ ଶୋଭାଯାତ୍ରା ବାରଣ କରାଯାଇଛି। ହନୁମାନ ଜୟନ୍ତିରେ କୌଣସି ଶୋଭାଯାତ୍ରା ବାହାରିବ ନାହିଁ। ଅନ୍ୟ ବର୍ଷ ମାନଙ୍କରେ ସମ୍ବଲପୁରରେ ବାଇକ ରାଲି ସହ ସହରସାରା ଶୋଭାଯାତ୍ରା କରାଯାଇଥାଏ। କିନ୍ତୁ ଚଳିତ ବର୍ଷ କୌଣସି ଶୋଭାଯାତ୍ରାକୁ ଅନୁମତି ମିଳିନାହିଁ।

The post ସମ୍ବଲପୁରର ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ appeared first on .