ସମ୍ଭାବ୍ୟ ବାତ୍ୟା ପାଇଁ ବୃତ୍ତି ପରୀକ୍ଷା ଘୁଞ୍ଚିଲା

କଟକ :  ସମ୍ଭାବ୍ୟ ବାତ୍ୟା ପାଇଁ ବୃତ୍ତି ପରୀକ୍ଷା ଘୁଞ୍ଚିଲା ।  ସମ୍ଭାବ୍ୟ ବାତ୍ୟା ପାଇଁ ଏନଆରଟିଏସ ଓ ପ୍ରାଥମିକ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ । ୨୩ ତାରିଖରେ ଏନଆରଟିଏସ ଓ ୨୫ ତାରିଖରେ ପ୍ରାଥମିକ ସ୍କଲାରସିପ ପରୀକ୍ଷା ହେବାର ଥିଲା । ବାତ୍ୟା ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଛି । ପରବର୍ତ୍ତୀ ତାରିଖ ସମ୍ପର୍କରେ ପରେ ଅବଗତ କରାଇବ ମାଧ୍ୟମିକ ଶିକ୍ଷା ପରିଷଦ । ନଭେମ୍ବର ୫ ରୁ ଡିପ୍ଲୋମା ଇନ ଏଲିମେଣ୍ଟାରୀ […] The post ସମ୍ଭାବ୍ୟ ବାତ୍ୟା ପାଇଁ ବୃତ୍ତି ପରୀକ୍ଷା ଘୁଞ୍ଚିଲା appeared first on KNews Odisha.

ସମ୍ଭାବ୍ୟ ବାତ୍ୟା ପାଇଁ ବୃତ୍ତି ପରୀକ୍ଷା ଘୁଞ୍ଚିଲା
bse

କଟକ :  ସମ୍ଭାବ୍ୟ ବାତ୍ୟା ପାଇଁ ବୃତ୍ତି ପରୀକ୍ଷା ଘୁଞ୍ଚିଲା ।  ସମ୍ଭାବ୍ୟ ବାତ୍ୟା ପାଇଁ ଏନଆରଟିଏସ ଓ ପ୍ରାଥମିକ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ । ୨୩ ତାରିଖରେ ଏନଆରଟିଏସ ଓ ୨୫ ତାରିଖରେ ପ୍ରାଥମିକ ସ୍କଲାରସିପ ପରୀକ୍ଷା ହେବାର ଥିଲା । ବାତ୍ୟା ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଛି । ପରବର୍ତ୍ତୀ ତାରିଖ ସମ୍ପର୍କରେ ପରେ ଅବଗତ କରାଇବ ମାଧ୍ୟମିକ ଶିକ୍ଷା ପରିଷଦ । ନଭେମ୍ବର ୫ ରୁ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

The post ସମ୍ଭାବ୍ୟ ବାତ୍ୟା ପାଇଁ ବୃତ୍ତି ପରୀକ୍ଷା ଘୁଞ୍ଚିଲା appeared first on KNews Odisha.