ସରକାରଙ୍କ ଦୃଷ୍ଟି ଆଢୁଆଳରେ ୮୦ବର୍ଷୀୟ ପ୍ରତିଭାବାନ ଚିତ୍ରଶିଳ୍ପୀ କଳାକାଣ୍ଡି...
କଥାରେ ଅଛି କିଏ କେବେ ଦେଖିଛକି କଳାକାର କାନ୍ଦିବାର, ବଣର ମଲ୍ଲୀ ବଣରେ ଫୁଟି ମଉଳି ଯାଏ ସେପରି ଦାନଗଦି ବ୍ଲକ ଅନ୍ତର୍ଗତ ଚିତ୍ରୀ ପଞ୍ଚାୟତରେ ଜଣେ ବର୍ଷୀୟାନ ବହୁମୁଖୀ କଳାକାର ଆଜି ରହିଯାଇଛନ୍ତି ପ୍ରଶାସନ ର ଦୃଷ୍ଟି ଆଢୁଆଳରେ.. ତାଙ୍କ ଦୁଃଖ