ସରକାରୀ ଜମି: କେବଳ ଗରିବଙ୍କୁ ଉଚ୍ଛେଦ ?
କେବଳ ଭୁବନେଶ୍ବର ମହାନଗର ନିଗମ ଅଂଚଳରେ କେତେ ସରକାରୀ ଜମି ଜବରଦଖଲରେ ଅଛି ଆଉ କେତେ ମାମଲା ହୋଇଛି ?
କେବଳ ଭୁବନେଶ୍ବର ମହାନଗର ନିଗମ ଅଂଚଳରେ କେତେ ସରକାରୀ ଜମି ଜବରଦଖଲରେ ଅଛି ଆଉ କେତେ ମାମଲା ହୋଇଛି ? ଭୁବନେଶ୍ବରରେ 479.044 ଏକର ସରକାରୀ ଜମି ଜବରଦଖଲ ହୋଇଥିବାବେଳେ 10,663 ମାମଲା ହୋଇଛି। ସବୁଠାରୁ ଅଧିକ 148.143 ଏକର ଜମି ଜବରଦଖଲ ହୋଇଛି ଜୟଦେବ ବିହାର ମୌଜାରେ। ଦେଖନ୍ତୁ ପୂରା ରିପୋର୍ଟ।