ସରକାରୀ ପାଣ୍ଠି ଆତ୍ମସାତ କରି ବନ୍ଧା ହେଲେ ଫରେଷ୍ଟର, ଗାଁ ସାଥି
କୋରାପୁଟ, ୨୫।୧୧: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ଫରେଷ୍ଟର, ଗାଁ ସାଥି। ଚରଣ ଜମିରୁ ଚାଷ ଜମିକୁ ଗୃହପାଳିତ ପଶୁ ବା ବାହ୍ୟ ଜୀବଙ୍କ ପ୍ରବେଶ ରୋକିବାକୁ ସରକାରଙ୍କ ପକ୍ଷରୁ କରାଯାଉଥିବା ତାରବାଡ଼ ଏବଂ ଖାତ ନିର୍ମାଣରେ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ୟାପକ ଦୁର୍ନୀତି ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଅଭିଯୁକ୍ତ ବଗଡେରି ସେକ୍ସନ କୁନ୍ଦ୍ରା ଫରେଷ୍ଟ ରେଞ୍ଜ ଅଫିସର ରମେଶ ଚନ୍ଦ୍ର ଭତ୍ରା ଏବଂ ଗାଁ ସାଥି ମହେନ୍ଦ୍ର ଖରାଙ୍କୁ ଗିରଫ […] The post ସରକାରୀ ପାଣ୍ଠି ଆତ୍ମସାତ କରି ବନ୍ଧା ହେଲେ ଫରେଷ୍ଟର, ଗାଁ ସାଥି appeared first on Dharitri Odia News.
କୋରାପୁଟ, ୨୫।୧୧: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ଫରେଷ୍ଟର, ଗାଁ ସାଥି। ଚରଣ ଜମିରୁ ଚାଷ ଜମିକୁ ଗୃହପାଳିତ ପଶୁ ବା ବାହ୍ୟ ଜୀବଙ୍କ ପ୍ରବେଶ ରୋକିବାକୁ ସରକାରଙ୍କ ପକ୍ଷରୁ କରାଯାଉଥିବା ତାରବାଡ଼ ଏବଂ ଖାତ ନିର୍ମାଣରେ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ୟାପକ ଦୁର୍ନୀତି ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି।
ଅଭିଯୁକ୍ତ ବଗଡେରି ସେକ୍ସନ କୁନ୍ଦ୍ରା ଫରେଷ୍ଟ ରେଞ୍ଜ ଅଫିସର ରମେଶ ଚନ୍ଦ୍ର ଭତ୍ରା ଏବଂ ଗାଁ ସାଥି ମହେନ୍ଦ୍ର ଖରାଙ୍କୁ ଗିରଫ କରି ଜୟପୁରର ସ୍ପେସିଆଲ ଭିଜିଲାନ୍ସ କୋର୍ଟକୁ ଫରୱାର୍ଡ କରାଯାଇଛି। ଏହି ସଂପର୍କରେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
The post ସରକାରୀ ପାଣ୍ଠି ଆତ୍ମସାତ କରି ବନ୍ଧା ହେଲେ ଫରେଷ୍ଟର, ଗାଁ ସାଥି appeared first on Dharitri Odia News.