ସରପଞ୍ଚଙ୍କ ନାଁରେ ଲୁଟ୍ ଅଭିଯୋଗ: ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

ନୀଳଗିରି: ସରପଞ୍ଚଙ୍କ ନାଁରେ ଆସିଛି ଲୁଟ୍ ଅଭିଯୋଗ। ନୀଳଗିରି ଥାନା ଅଧିନ କଣ୍ଟାବଣିଆ ଗାଁରୁ ଚୋରି ହୋଇଛି। ମେଗାଜଳ ପ୍ରକଳ୍ପ... The post ସରପଞ୍ଚଙ୍କ ନାଁରେ ଲୁଟ୍ ଅଭିଯୋଗ: ଲକ୍ଷାଧିକ ଟଙ୍କାର ଜିନିଷ ଚୋରି appeared first on .

ସରପଞ୍ଚଙ୍କ ନାଁରେ ଲୁଟ୍ ଅଭିଯୋଗ: ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

ନୀଳଗିରି: ସରପଞ୍ଚଙ୍କ ନାଁରେ ଆସିଛି ଲୁଟ୍ ଅଭିଯୋଗ। ନୀଳଗିରି ଥାନା ଅଧିନ କଣ୍ଟାବଣିଆ ଗାଁରୁ ଚୋରି ହୋଇଛି। ମେଗାଜଳ ପ୍ରକଳ୍ପ ପାଣିଟାଙ୍କି ପରିସରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଛି। ଅଟୋ ଭର୍ତ୍ତି ଜିନିଷ ସହ ଗାଡିକୁ ଅଟକ ରଖିଛନ୍ତି ଅଞ୍ଚଳବାସୀ। ଚୋରି ନେଇ ଧୋବଶିଳା ସରପଞ୍ଚଙ୍କ ସହିତ ତାଙ୍କ ସହଯୋଗୀଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ସରପଞ୍ଚଙ୍କ ସହିତ ଯୋଗାଯୋଗ ହୋଇପାରିନାହିଁ।

The post ସରପଞ୍ଚଙ୍କ ନାଁରେ ଲୁଟ୍ ଅଭିଯୋଗ: ଲକ୍ଷାଧିକ ଟଙ୍କାର ଜିନିଷ ଚୋରି appeared first on .