ସରିଲା ଭୋଟ ଗ୍ରହଣ; ଆସିଲା ଏକଜିଟ ପୋଲ: ଜାଣନ୍ତୁ କିଏ କରିବ ସରକାର...
ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ।
ସରିଲା ଭୋଟ ଗ୍ରହଣ । ଆସିଲା ଏକଜିଟ ପୋଲ । ହରିୟାଣା ବିଧାନସଭା ନିର୍ବାଚନରେ କିଏ ମାରିବ ବାଜି ? ବିଜେପି କରିବ ହାଟ୍ରିକ୍ ନା କ୍ଷମତାକୁ ଫେରିବ କଂଗ୍ରେସ ? ଜାମ୍ମୁ-କାଶ୍ମୀରରେ ହେବ କାହା ସରକାର ? କିଏ କରିବ ସରକାର ? ଆସିଲା ଜନମତ । ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ। ୨୦୧୪ ଓ ୨୦୧୯ରେ ହରିୟାଣାରେ କ୍ଷମତା ଦଖଲ କରିଥିବା ବିଜେପିକୁ ଏକଜିଟ ପୋଲ ଫଳାଫଳ ଝଟକା ଦେଇଛି । ହ୍ୟାଟ୍ରିକ ବିଜୟ ପାଇଁ ଲକ୍ଷ୍ୟ ରଖିଥିବା ବିଜେପିକୁ ହରିୟାଣାରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ ।
ହରିୟାଣା- ୯୦ ଆସନ
MATRIZE
ବିଜେପି-18-24
କଂଗ୍ରେସ-55-62
ଅନ୍ୟ- 02-05
ହରିୟାଣା- ୯୦ ଆସନ
DHRUV
ବିଜେପି-22-32
କଂଗ୍ରେସ-50-64
ଅନ୍ୟ-2-8
ହରିୟାଣା- ୯୦ ଆସନ
PEOPLES PULSE
ବିଜେପି-20-32
କଂଗ୍ରେସ-49-61
ଅନ୍ୟ-03-05
ଜମ୍ମୁ-କାଶ୍ମୀର- ୯୦ ଆସନ
GULISTAN NEWS
ବିଜେପି-28-30
କଂଗ୍ରେସ-31-36
ଅନ୍ୟ-05-07
ଜମ୍ମୁ-କାଶ୍ମୀର- ୯୦ ଆସନ
PEOPLES PULSE
ବିଜେପି-23-27
କଂଗ୍ରେସ-46-50
ପିଡିପି-7-11