ସର୍ଜରୀ ବେଳେ ଭିଡିଓ ଗେମ୍‌ ଖେଳିଲେ ରୋଗୀ, Video ଦେଖିଲେ…

ସର୍ଜରୀ କଥା ପଡ଼ିଲେ କିଛି ଲୋକ ଛାନିଆ ହୁଅନ୍ତି। ହେଲେ ସୋସିଆଲ ମିଡିଆରେ ଏଭଳି ଏକ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ବି ଚିନ୍ତାରେ ପଡ଼ିଯିବେ। କାରଣ ଭିଡିଓଟିରେ ସର୍ଜରୀ ସମୟରେ ଜଣେ ରୋଗୀ ମୋବାଇଲ ଫୋନରେ ଭିଡିଓ ଗେମ୍‌ ଖେଳୁଥିବା ଦେଖାଯାଇଛି। ଆନାସ୍ଥେସିଆ ଟେକ୍ନୋଲୋଜିଷ୍ଟ ଡା. ସୁମିତ ଘୋଷ ଏବଂ ଡାୟାଲିସିସ୍‌ ଟେକ୍ନିସିଆନ୍‌ ଡା. ପିଙ୍କି ମୁଖାର୍ଜୀ ନିଜର ଇନଷ୍ଟାଗ୍ରାମରେ ଭିଡିଓକୁ ଶେୟାର କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି। ସର୍ଜରୀ ଭିଡିଓରେ […] The post ସର୍ଜରୀ ବେଳେ ଭିଡିଓ ଗେମ୍‌ ଖେଳିଲେ ରୋଗୀ, Video ଦେଖିଲେ… appeared first on Dharitri Odia News.

ସର୍ଜରୀ ବେଳେ ଭିଡିଓ ଗେମ୍‌ ଖେଳିଲେ ରୋଗୀ, Video ଦେଖିଲେ…

ସର୍ଜରୀ କଥା ପଡ଼ିଲେ କିଛି ଲୋକ ଛାନିଆ ହୁଅନ୍ତି। ହେଲେ ସୋସିଆଲ ମିଡିଆରେ ଏଭଳି ଏକ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ବି ଚିନ୍ତାରେ ପଡ଼ିଯିବେ। କାରଣ ଭିଡିଓଟିରେ ସର୍ଜରୀ ସମୟରେ ଜଣେ ରୋଗୀ ମୋବାଇଲ ଫୋନରେ ଭିଡିଓ ଗେମ୍‌ ଖେଳୁଥିବା ଦେଖାଯାଇଛି। ଆନାସ୍ଥେସିଆ ଟେକ୍ନୋଲୋଜିଷ୍ଟ ଡା. ସୁମିତ ଘୋଷ ଏବଂ ଡାୟାଲିସିସ୍‌ ଟେକ୍ନିସିଆନ୍‌ ଡା. ପିଙ୍କି ମୁଖାର୍ଜୀ ନିଜର ଇନଷ୍ଟାଗ୍ରାମରେ ଭିଡିଓକୁ ଶେୟାର କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି।

The video was shared on Instagram

ସର୍ଜରୀ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ରୋଗୀ ଅପରେଶନ କୋଠରୀରେ ଅଛନ୍ତି। ଡାକ୍ତରମାନେ ତାଙ୍କର ସର୍ଜରୀ କରୁଛନ୍ତି। ସ୍ଥିତି ଗମ୍ଭୀର ଥିଲେ ବି ରୋଗୀଜଣଙ୍କ ବେଶ ଆରାମରେ ନିଜ ଫୋନ୍‌ରେ ଭିଡିଓ ଗେମ୍‌ ଖେଳିବାରେ ବ୍ୟସ୍ତ ରହୁଛନ୍ତି। ଏହାକୁ ଏଯାବତ ୧୦୦ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି। ସେହିଭଳି ୧ ମିଲିୟନ ଲୋକେ ଏହାକୁ ପସନ୍ଦ କରିଛନ୍ତି।

ପୂର୍ବରୁ ଜଣେ ବ୍ୟକ୍ତି ମସ୍ତିଷ୍କ ଗିଟାର ବଜାଇବା ଦେଖାଯାଇଥିଲା। ଟ୍ୟୁମର କଢ଼ା ଯାଉଥିବା ବେଳେ ସେ ହୋସ୍‌ରେ ରହିବାକୁ ଥିଲା। ଏଣୁ ସେ ଏଭଳି ପଦକ୍ଷେପ ଉଠାଇଥିବା କହିଥିଲେ।

The post ସର୍ଜରୀ ବେଳେ ଭିଡିଓ ଗେମ୍‌ ଖେଳିଲେ ରୋଗୀ, Video ଦେଖିଲେ… appeared first on Dharitri Odia News.