ସର୍ବନିମ୍ନ ସରକାର, ସର୍ବାଧିକ ଶାସନ ବ୍ୟବସ୍ଥା ସହିତ ଆମେ ପରିଚାଳିତ…

ନୂଆଦିଲ୍ଲୀ,୧।୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଆମ ସରକାର ଉତ୍ତରଦାୟୀ, ଲୋକକେନ୍ଦ୍ରିକ ତଥା ବିଶ୍ୱାସ ଆଧାରିତ ଶାସନ ପ୍ରଦାନ କରିଛନ୍ତି। ଅମୃତକାଳ ପାଇଁ ସରକାର ଏପରି ଅର୍ଥନୈତିକ ନୀତି ଗ୍ରହଣ କରି ସ୍ଥାୟୀ ବିକାଶ, ସମସ୍ତଙ୍କ ପାଇଁ ସୁଯୋଗ, ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଇଛନ୍ତି। ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ ସହିତ ଆମେ ପରବର୍ତ୍ତୀ ପର୍ଯ୍ୟାୟ ସଂସ୍କାର ଆରମ୍ଭ କରିଛୁ। ସମୟାନୁବର୍ତ୍ତୀ ଆର୍ଥିକ […] The post ସର୍ବନିମ୍ନ ସରକାର, ସର୍ବାଧିକ ଶାସନ ବ୍ୟବସ୍ଥା ସହିତ ଆମେ ପରିଚାଳିତ… appeared first on Dharitri Odia News.

ସର୍ବନିମ୍ନ ସରକାର, ସର୍ବାଧିକ ଶାସନ ବ୍ୟବସ୍ଥା ସହିତ ଆମେ ପରିଚାଳିତ…

ନୂଆଦିଲ୍ଲୀ,୧।୨ : ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ପାଇଁ କାମଚଳା ବଜେଟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଆମ ସରକାର ଉତ୍ତରଦାୟୀ, ଲୋକକେନ୍ଦ୍ରିକ ତଥା ବିଶ୍ୱାସ ଆଧାରିତ ଶାସନ ପ୍ରଦାନ କରିଛନ୍ତି। ଅମୃତକାଳ ପାଇଁ ସରକାର ଏପରି ଅର୍ଥନୈତିକ ନୀତି ଗ୍ରହଣ କରି ସ୍ଥାୟୀ ବିକାଶ, ସମସ୍ତଙ୍କ ପାଇଁ ସୁଯୋଗ, ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଇଛନ୍ତି।

ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ ସହିତ ଆମେ ପରବର୍ତ୍ତୀ ପର୍ଯ୍ୟାୟ ସଂସ୍କାର ଆରମ୍ଭ କରିଛୁ। ସମୟାନୁବର୍ତ୍ତୀ ଆର୍ଥିକ ସହାୟତା, ପ୍ରଯୁଜ୍ୟ ପ୍ରଯୁକ୍ତିବିଦ୍ୟା, ଏମଏସଏମଇଗୁଡ଼ିକୁ ସଶକ୍ତିକରଣ ଭଳି ଦିଗଗୁଡିକ ନୂତନ ନୀତି ମାଧ୍ୟମରେ କାର୍ଯ୍ୟ କରାଯାଇଛି। ଆମେ ଶକ୍ତି ସୁରକ୍ଷା ଉପରେ ମଧ୍ୟ କାର୍ଯ୍ୟ କରିଛୁ।

The post ସର୍ବନିମ୍ନ ସରକାର, ସର୍ବାଧିକ ଶାସନ ବ୍ୟବସ୍ଥା ସହିତ ଆମେ ପରିଚାଳିତ… appeared first on Dharitri Odia News.