ସର୍ବସାଧାରଣଙ୍କ ସମ୍ପତ୍ତି କ୍ଷତି କଲେ ଭରଣା ଦେବେ ଆନ୍ଦୋଳନକାରୀ
ନୂଆଦିଲ୍ଲୀ,୪।୨: ବାରମ୍ବାର ଜାତୀୟ ରାଜପଥ କିମ୍ବା ସର୍ବସାଧାରଣ ସ୍ଥାନ ଅବରୋଧ ରୋକିବା ପାଇଁ ଆଇନରେ ସଂଶୋଧନ ନିମନ୍ତେ ଆଇନ କମିଶନ ସୁପାରିସ କରିଛନ୍ତି। ଆନ୍ଦୋଳନକାରୀଙ୍କ ଦ୍ୱାରା ସରକାରୀ କିମ୍ବା ଘରୋଇ ସମ୍ପତ୍ତିର କ୍ଷତି ଘଟିଥିଲେ, ସେମାନଙ୍କ ଉପରେ ବଜାର ଦର ଅନୁଯାୟୀ ଅନୁରୂପ ପରିମାଣର ଜରିମାନା ଲଗାଇବାକୁ କୁହାଯାଇଛି। ସର୍ବସାଧାରଣ ସମ୍ପତ୍ତି କ୍ଷତି ପାଇଁ ଦାୟୀ ବ୍ୟକ୍ତି ବିଶେଷ କିମ୍ବା ସଂଗଠନ ଉପରେ ଉକ୍ତ ଜରିମାନା ଲାଗୁ ହେବ। ଜାମିନ ସର୍ତ୍ତାବଳୀରେ ଏହା ରହିବ ବୋଲି ଆଇନ […] The post ସର୍ବସାଧାରଣଙ୍କ ସମ୍ପତ୍ତି କ୍ଷତି କଲେ ଭରଣା ଦେବେ ଆନ୍ଦୋଳନକାରୀ appeared first on Dharitri Odia News.
ନୂଆଦିଲ୍ଲୀ,୪।୨: ବାରମ୍ବାର ଜାତୀୟ ରାଜପଥ କିମ୍ବା ସର୍ବସାଧାରଣ ସ୍ଥାନ ଅବରୋଧ ରୋକିବା ପାଇଁ ଆଇନରେ ସଂଶୋଧନ ନିମନ୍ତେ ଆଇନ କମିଶନ ସୁପାରିସ କରିଛନ୍ତି। ଆନ୍ଦୋଳନକାରୀଙ୍କ ଦ୍ୱାରା ସରକାରୀ କିମ୍ବା ଘରୋଇ ସମ୍ପତ୍ତିର କ୍ଷତି ଘଟିଥିଲେ, ସେମାନଙ୍କ ଉପରେ ବଜାର ଦର ଅନୁଯାୟୀ ଅନୁରୂପ ପରିମାଣର ଜରିମାନା ଲଗାଇବାକୁ କୁହାଯାଇଛି।
ସର୍ବସାଧାରଣ ସମ୍ପତ୍ତି କ୍ଷତି ପାଇଁ ଦାୟୀ ବ୍ୟକ୍ତି ବିଶେଷ କିମ୍ବା ସଂଗଠନ ଉପରେ ଉକ୍ତ ଜରିମାନା ଲାଗୁ ହେବ। ଜାମିନ ସର୍ତ୍ତାବଳୀରେ ଏହା ରହିବ ବୋଲି ଆଇନ କମିଶନ କହିଛନ୍ତି।
The post ସର୍ବସାଧାରଣଙ୍କ ସମ୍ପତ୍ତି କ୍ଷତି କଲେ ଭରଣା ଦେବେ ଆନ୍ଦୋଳନକାରୀ appeared first on Dharitri Odia News.