ସର୍ଭିସ୍ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

ଉମରକୋଟ ୪।୯: ଏସ୍‌ଏସ୍‌ବି ଯବାନଙ୍କ ଆତ୍ମହତ୍ୟା । ଛତିଶଗଡ କାଙ୍କେର ଜିଲ୍ଲା କୋଷରୋଣ୍ଡା ସ୍ଥିତ ଏସ୍‌ଏସ୍‌ବି କ୍ୟାମ୍ପରେ ଯବାନ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ମୃତ ଯବାନ ହେଲେ ଉତ୍ତରପ୍ରଦେଶର ରାକେଶ କୁମାର । ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାପଡିଛି । ଯବାନ ଜଣଙ୍କ ନିଜ ସର୍ଭିସ୍ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ସେ ଛତିଶଗଡ଼ ସରକାରଙ୍କ ନକ୍ସଲ ବିରୋଧୀ ଅପରେସନରେ କାର୍ଯ୍ୟରତ ଥିଲେ ।You Can Read:ୟୁପି ମଦ୍ରାସାରେ ଛପା ଚାଲିଥିଲା ଜାଲ୍ ନୋଟ୍, ଧରାପଡିଥିବା ମାଷ୍ଟରମାଇଣ୍ଡ ବାସୁଦେବପୁରର

ସର୍ଭିସ୍ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

ଉମରକୋଟ ୪।୯: ଏସ୍‌ଏସ୍‌ବି ଯବାନଙ୍କ ଆତ୍ମହତ୍ୟା । ଛତିଶଗଡ କାଙ୍କେର ଜିଲ୍ଲା କୋଷରୋଣ୍ଡା ସ୍ଥିତ ଏସ୍‌ଏସ୍‌ବି କ୍ୟାମ୍ପରେ ଯବାନ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ମୃତ ଯବାନ ହେଲେ ଉତ୍ତରପ୍ରଦେଶର ରାକେଶ କୁମାର । ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାପଡିଛି । 

ଯବାନ ଜଣଙ୍କ ନିଜ ସର୍ଭିସ୍ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ସେ ଛତିଶଗଡ଼ ସରକାରଙ୍କ ନକ୍ସଲ ବିରୋଧୀ ଅପରେସନରେ କାର୍ଯ୍ୟରତ ଥିଲେ ।

You Can Read:

ୟୁପି ମଦ୍ରାସାରେ ଛପା ଚାଲିଥିଲା ଜାଲ୍ ନୋଟ୍, ଧରାପଡିଥିବା ମାଷ୍ଟରମାଇଣ୍ଡ ବାସୁଦେବପୁରର