ରାଜ୍ୟସଭା ପ୍ରାର୍ଥୀ ହେବା ପରେ କ’ଣ କହିଲେ ଦେବାଶିଷ
କଟକ,୧୩।୨: ରାଜ୍ୟସଭା ପ୍ରାର୍ଥୀ ହେବା ପରେ ବିଜେଡି ନେତା ଦେବାଶିଷ ସାମନ୍ତରାର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଏହା ମୋ ପାଇଁ ସରପ୍ରାଇଜ ଥିଲା’। ନବୀନ ବାବୁ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତି। ରାଜ୍ୟସଭା ଭଳି ବାରାଟୀ କଟକ ଆସନ ପାଇଁ ପ୍ରାର୍ଥୀ ନିଷ୍ପତ୍ତି ଚମତ୍କାର ରହିବ। ଦଳର ଆଭିମୁଖ୍ୟ ଓ ରାଜ୍ୟର ସ୍ବାର୍ଥକୁ ଦିଲ୍ଲୀରେ ଉପସ୍ଥାପନ କରିବି । The post ରାଜ୍ୟସଭା ପ୍ରାର୍ଥୀ ହେବା ପରେ କ’ଣ କହିଲେ ଦେବାଶିଷ appeared first on Dharitri Odia News.
କଟକ,୧୩।୨: ରାଜ୍ୟସଭା ପ୍ରାର୍ଥୀ ହେବା ପରେ ବିଜେଡି ନେତା ଦେବାଶିଷ ସାମନ୍ତରାର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଏହା ମୋ ପାଇଁ ସରପ୍ରାଇଜ ଥିଲା’। ନବୀନ ବାବୁ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତି। ରାଜ୍ୟସଭା ଭଳି ବାରାଟୀ କଟକ ଆସନ ପାଇଁ ପ୍ରାର୍ଥୀ ନିଷ୍ପତ୍ତି ଚମତ୍କାର ରହିବ। ଦଳର ଆଭିମୁଖ୍ୟ ଓ ରାଜ୍ୟର ସ୍ବାର୍ଥକୁ ଦିଲ୍ଲୀରେ ଉପସ୍ଥାପନ କରିବି ।
The post ରାଜ୍ୟସଭା ପ୍ରାର୍ଥୀ ହେବା ପରେ କ’ଣ କହିଲେ ଦେବାଶିଷ appeared first on Dharitri Odia News.