ସହଭାଗିତାରେ ଇଡି ରେଡ୍‌; ଶରତ ପଟ୍ଟନାୟକ

ବିଜେଡିର ଅସନ୍ତୁଷ୍ଟଙ୍କୁ ଭୟଭୀତ କରିବାକୁ ଇଡିର ଚଢାଉ। ବିଜେଡି ଟିକେଟ ନପାଇ କେହି ଦଳ ନଛାଡ଼ି ଯାନ୍ତୁ ଏହି ପ୍ଲାନ ହୋଇଛି। 

ସହଭାଗିତାରେ ଇଡି ରେଡ୍‌; ଶରତ ପଟ୍ଟନାୟକ

ରାଜ୍ୟରେ ସହଭାଗିତାରେ ଇଡି ରେଡ୍‌ ଚାଲିଛି। ବିଜେଡିର ଅସନ୍ତୁଷ୍ଟଙ୍କୁ ଭୟଭୀତ କରିବାକୁ ଇଡିର ଚଢାଉ। ବିଜେଡି ଟିକେଟ ନପାଇ କେହି ଦଳ ନଛାଡ଼ି ଯାନ୍ତୁ ଏହି ପ୍ଲାନ ହୋଇଛି। ବିଜେପି ଓ ବିଜେଡି ସମ୍ପର୍କ ନେଇ ୧୭ରେ ପ୍ରତିବାଦ କରିବ କଂଗ୍ରେସ। ସବୁ ଜିଲ୍ଲା ମୁଖ୍ୟାଳୟରେ ପ୍ରତିବାଦ କରିବ କଂଗ୍ରେସ। ଓଡ଼ିଶା ବାସୀଙ୍କ ସହ ବିଶ୍ୱାସଘାତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଣଓଡ଼ିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ସମର୍ଥନ କରି ବିଶ୍ୱାସଘାତ କରିଛନ୍ତି। କିଛି ଏଭଳି କହି ସିଧା ଟାର୍ଗେଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।