୨ ପୋଲିସ ଅଧିକାରୀଙ୍କୁ ରାଜ୍ୟପାଳ ପଦକ
ଛତ୍ରପୁର,୨୭।୧(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ):ଗଞ୍ଜାମ ପୋଲିସ ଜିଲାରେ କାର୍ଯ୍ୟରତ ୨ ପୋଲିସ ଅଧିକାରୀଙ୍କୁ ରାଜ୍ୟପାଳ ପଦକ ମିଳିଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ଏହି ପଦକ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ ୨୦୨୪ପାଇଁ ଗଞ୍ଜାମ ପୋଲିସ ଜ଼ିଲାର ଅତିରିକ୍ତ ଏସ୍ପି ରାଜୀବ ଲୋଚନ ପଣ୍ଡା ଓ ୨୦୨୧ପାଇଁ ଜିଲା ପୋଲିସ କାର୍ଯ୍ୟାଳୟରେ ସାଇବର ସେଲର ଏସଏଆଇ କିରଣ ଚନ୍ଦ୍ର ପାତ୍ରଙ୍କୁ ଏହି ପଦକ ମିଳିଛି ଗଞ୍ଜାମ ଏସ୍ପି […] The post ୨ ପୋଲିସ ଅଧିକାରୀଙ୍କୁ ରାଜ୍ୟପାଳ ପଦକ appeared first on Dharitri Odia News.
ଛତ୍ରପୁର,୨୭।୧(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ):ଗଞ୍ଜାମ ପୋଲିସ ଜିଲାରେ କାର୍ଯ୍ୟରତ ୨ ପୋଲିସ ଅଧିକାରୀଙ୍କୁ ରାଜ୍ୟପାଳ ପଦକ ମିଳିଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟପାଳ ଏହି ପଦକ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ ୨୦୨୪ପାଇଁ ଗଞ୍ଜାମ ପୋଲିସ ଜ଼ିଲାର ଅତିରିକ୍ତ ଏସ୍ପି ରାଜୀବ ଲୋଚନ ପଣ୍ଡା ଓ ୨୦୨୧ପାଇଁ ଜିଲା ପୋଲିସ କାର୍ଯ୍ୟାଳୟରେ ସାଇବର ସେଲର ଏସଏଆଇ କିରଣ ଚନ୍ଦ୍ର ପାତ୍ରଙ୍କୁ ଏହି ପଦକ ମିଳିଛି ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଉଭୟ ପୋଲିସ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
The post ୨ ପୋଲିସ ଅଧିକାରୀଙ୍କୁ ରାଜ୍ୟପାଳ ପଦକ appeared first on Dharitri Odia News.