ସାଇକେଲ୍ ଚକରେ ପ୍ରସ୍ତୁତ କରିଦେଲେ ଡାଇନିଂ ଟେବୁଲ୍: ବ୍ୟକ୍ତିଙ୍କ ବୁଦ୍ଧିକୁ ଲୋକେ କଲେ ବାଃ ବାଃ
ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୁଏ। କିଛି ଭିଡିଓରେ ଲୋକମାନଙ୍କର କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଏହା ଦେଖିବା ପରେ ଲୋକମାନେ କହୁଛନ୍ତି ‘ଏହି ପ୍ରତିଭା ଭାରତରୁ ବାହାରକୁ ଯିବା ଉଚିତ୍ ନୁହେଁ।’ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ଟେବୁଲରେ ବସି ଖାଦ୍ୟ ଖାଉଥିବା ନଜର ଆସିଛନ୍ତି। ବ୍ୟକ୍ତିଙ୍କ ସାମ୍ନାରେ ଅନେକ ପ୍ରକାରର ଖାଦ୍ୟ ରଖାଯାଇଛି। […] The post ସାଇକେଲ୍ ଚକରେ ପ୍ରସ୍ତୁତ କରିଦେଲେ ଡାଇନିଂ ଟେବୁଲ୍: ବ୍ୟକ୍ତିଙ୍କ ବୁଦ୍ଧିକୁ ଲୋକେ କଲେ ବାଃ ବାଃ appeared first on Dharitri Odia News.
ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୁଏ। କିଛି ଭିଡିଓରେ ଲୋକମାନଙ୍କର କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଏହା ଦେଖିବା ପରେ ଲୋକମାନେ କହୁଛନ୍ତି ‘ଏହି ପ୍ରତିଭା ଭାରତରୁ ବାହାରକୁ ଯିବା ଉଚିତ୍ ନୁହେଁ।’
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ଟେବୁଲରେ ବସି ଖାଦ୍ୟ ଖାଉଥିବା ନଜର ଆସିଛନ୍ତି। ବ୍ୟକ୍ତିଙ୍କ ସାମ୍ନାରେ ଅନେକ ପ୍ରକାରର ଖାଦ୍ୟ ରଖାଯାଇଛି। ବ୍ୟକ୍ତି ଜଣକ ଖୁସିର ସହିତ ଖାଦ୍ୟ ଖାଉଥିବା ଦେଖାଯାଏ। କିନ୍ତୁ ବ୍ୟକ୍ତି ଜଣଙ୍କ ଖାଉଥିବା ଡାଇନିଂ ଟେବୁଲ ସମସ୍ତଙ୍କ ଦୃଷିଆକର୍ଷଣ କରିଥିଲା। ଏହି ଡାଇନିଂ ଟେବୁଲ ସାଇକେଲ ଚକରେ ପ୍ରସ୍ତୁତ ହୋଇଛି। ସେହି ବ୍ୟକ୍ତିଙ୍କ ଘରେ ଖାଇବାକୁ ଟେବୁଲ ନ ଥିଲା। ସେ ନିଜ ବୁଦ୍ଧି ଖର୍ଚ୍ଚ କରି ଚକରେ ଡାଇନିଂ ଟେୁବଲ୍ ଡାଇନିଂ ପ୍ରସ୍ତୁତ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛ।
ଭାଇରାଲ ହେଉଥିବା ଏହି ଭିଡିଓ ଇନଷ୍ଟାଗ୍ରାମରେ @jolil7565 ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହାକୁ ଏପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି।
The post ସାଇକେଲ୍ ଚକରେ ପ୍ରସ୍ତୁତ କରିଦେଲେ ଡାଇନିଂ ଟେବୁଲ୍: ବ୍ୟକ୍ତିଙ୍କ ବୁଦ୍ଧିକୁ ଲୋକେ କଲେ ବାଃ ବାଃ appeared first on Dharitri Odia News.