ସାଇନ ବୋର୍ଡ ମାରିଲା କମିଶନରେଟ ପୁଲିସ

ଭୁବନେଶ୍ୱର: ବିନା ହେଲମେଟରେ ଗାଡି ଚଲାଇଲେ ୧ ହଜାର ଟଙ୍କା । ସିଟ ବେଲ୍ଚ ନ ବାନ୍ଧିଲେ ୧ ହଜାର ଟଙ୍କା । ସିଗନାଲ ନ ମାନିଲେ ୫ ହଜାର ଟଙ୍କା । ବାଇକରେ ୩ ଜଣ ବସିଲେ ୫ ହଜାର ଟଙ୍କା । ବିନା ଲାଇସେନ୍ସରେ ଗାଡି ଚଲାଇଲେ ୫ ହଜାର ଟଙ୍କା । ଯୋଗ୍ୟତା ଅନୁସାରେ ଗାଡି ନ ଚଲାଇଲେ ୫ ହଜାର ଟଙ୍କା । ବେପାରୁଆ ଗାଡି ଚଲାଇଲେ ୫ ହଜାର ଟଙ୍କା […] The post ସାଇନ ବୋର୍ଡ ମାରିଲା କମିଶନରେଟ ପୁଲିସ appeared first on KNews Odisha.

ସାଇନ ବୋର୍ଡ ମାରିଲା କମିଶନରେଟ ପୁଲିସ
traffic rule

ଭୁବନେଶ୍ୱର: ବିନା ହେଲମେଟରେ ଗାଡି ଚଲାଇଲେ ୧ ହଜାର ଟଙ୍କା । ସିଟ ବେଲ୍ଚ ନ ବାନ୍ଧିଲେ ୧ ହଜାର ଟଙ୍କା । ସିଗନାଲ ନ ମାନିଲେ ୫ ହଜାର ଟଙ୍କା । ବାଇକରେ ୩ ଜଣ ବସିଲେ ୫ ହଜାର ଟଙ୍କା । ବିନା ଲାଇସେନ୍ସରେ ଗାଡି ଚଲାଇଲେ ୫ ହଜାର ଟଙ୍କା । ଯୋଗ୍ୟତା ଅନୁସାରେ ଗାଡି ନ ଚଲାଇଲେ ୫ ହଜାର ଟଙ୍କା । ବେପାରୁଆ ଗାଡି ଚଲାଇଲେ ୫ ହଜାର ଟଙ୍କା । ଆମ୍ବୁଲାନ୍ସକୁ ରାସ୍ତା ନ ଦେଲେ ୧୦ ହଜାର ଟଙ୍କା ।

ନିଶାଶକ୍ତ ଅବସ୍ଥାରେ ଗାଡି ଚଲାଇଲେ ୧୦ ହଜାର ଟଙ୍କା । ମୋବାଇଲରେ କଥା ହୋଇ ଗାଡି ଚଲାଇଲେ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ଏକ ସାଇନବୋର୍ଡ ମାରିଛନ୍ତି କମିଶନରେଟ ପୋଲିସ ।

The post ସାଇନ ବୋର୍ଡ ମାରିଲା କମିଶନରେଟ ପୁଲିସ appeared first on KNews Odisha.