ସାଇବର ଠକେଇର ନୂଆ ପ୍ଲଟ୍

ହିମାଚଳ ପ୍ରଦେଶରେ ଏଭଳି ନୂଆ ଧରଣର ଠକେଇ ସାମ୍ନାକୁଆସିବା ପରେ ଏନେଇ ସତର୍କ କରିଛି କମିଶନରେଟ୍ ପୋଲିସ୍।

ସାଇବର ଠକେଇର ନୂଆ ପ୍ଲଟ୍

ସାଇବର ଠକେଇର ନୂଆ ପ୍ଲଟ୍। ଡିଜିଟାଲ୍ ୱେଡିଂ କାର୍ଡ। ଅଜଣା ସାଇଟ୍, ଅଜଣା ନମ୍ବର ଜରିଆରେ ଆପଣଙ୍କ ହ୍ୱାଟ୍ସଆପକୁ ଇ-ୱେଡିଂ କାର୍ଡ ଆସୁଥିଲେ ହୋଇଯାଆନ୍ତୁ ସାବଧାନ। କାରଣ ଏହି ଏପିକେ ଫାଇଲ୍ ଖୋଲୁ ଖୋଲୁ, ସାଇବର ଅପରାଧୀଙ୍କ ପାଖକୁ ନିମିଷକେ ଚାଲିଯାଇପାରେ ଆପଣଙ୍କ ସବୁ ବ୍ୟକ୍ତିଗତ ତଥ୍ୟ। ହିମାଚଳ ପ୍ରଦେଶରେ ଏଭଳି ନୂଆ ଧରଣର ଠକେଇ ସାମ୍ନାକୁଆସିବା ପରେ ଏନେଇ ସତର୍କ କରିଛି କମିଶନରେଟ୍ ପୋଲିସ୍।