ସାଙ୍ଗମାନଙ୍କ ସହ ବୁଲିବାକୁ ଆସି ଡ୍ୟାମ୍ରେ ବୁଡ଼ିଗଲେ ଯୁବକ
ଚୌଦ୍ବାର,୧୧।୮: କଟକ ଚୌଦ୍ବାର ମଙ୍ଗରାଜପୁର ସ୍ଥିତ ଡମଡମଣୀ ଡ୍ୟାମ୍ରେ ରବିବାର ଏକ ଅଘଟଣ ଘଟିଛି। ଡ୍ୟାମ୍ରେ ବୁଡ଼ି ଯୁବକ ଜଣକ ନିଖୋଜ ହୋଇଯାଛନ୍ତି। ନିଖୋଜ ଯୁବକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳି ନ ଥିବା ବେଳେ ତାଙ୍କୁ ଘର ବିରିବାଟୀ ଅଞ୍ଚଳରେ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, କେତେଜଣ ସାଙ୍ଗ ରବିବାର ଡମଡମଣୀ ଡ୍ୟାମ୍କୁ ବୁଳିବାକୁ ଆସିଥିଲେ। ପରେ ସାଙ୍ଗମାନଙ୍କ ଡ୍ୟାମ୍ରେ ଗାଧୋଉଥିଲେ। ସେତିକିବେଳେ ଜଣେ ଯୁବକ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ। ଏନେଇ ସାଙ୍ଗମାନେ […] The post ସାଙ୍ଗମାନଙ୍କ ସହ ବୁଲିବାକୁ ଆସି ଡ୍ୟାମ୍ରେ ବୁଡ଼ିଗଲେ ଯୁବକ appeared first on Dharitri Odia News.
ଚୌଦ୍ବାର,୧୧।୮: କଟକ ଚୌଦ୍ବାର ମଙ୍ଗରାଜପୁର ସ୍ଥିତ ଡମଡମଣୀ ଡ୍ୟାମ୍ରେ ରବିବାର ଏକ ଅଘଟଣ ଘଟିଛି। ଡ୍ୟାମ୍ରେ ବୁଡ଼ି ଯୁବକ ଜଣକ ନିଖୋଜ ହୋଇଯାଛନ୍ତି। ନିଖୋଜ ଯୁବକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳି ନ ଥିବା ବେଳେ ତାଙ୍କୁ ଘର ବିରିବାଟୀ ଅଞ୍ଚଳରେ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, କେତେଜଣ ସାଙ୍ଗ ରବିବାର ଡମଡମଣୀ ଡ୍ୟାମ୍କୁ ବୁଳିବାକୁ ଆସିଥିଲେ। ପରେ ସାଙ୍ଗମାନଙ୍କ ଡ୍ୟାମ୍ରେ ଗାଧୋଉଥିଲେ। ସେତିକିବେଳେ ଜଣେ ଯୁବକ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ। ଏନେଇ ସାଙ୍ଗମାନେ ତୁରନ୍ତ ସ୍ଥାନୀୟ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି। ହେଲେ ଯୁବକଙ୍କ କୌଣସି ପତ୍ତା ମିଳିପାରି ନାହିଁ।
The post ସାଙ୍ଗମାନଙ୍କ ସହ ବୁଲିବାକୁ ଆସି ଡ୍ୟାମ୍ରେ ବୁଡ଼ିଗଲେ ଯୁବକ appeared first on Dharitri Odia News.