ସାନ ଭାଇ ହାତରେ ବଡ ଭାଇର ମୃତ୍ୟୁ

ସମ୍ବଲପୁର:ସାନ ଭାଇ ହାତରେ ବଡ ଭାଇର ମୃତ୍ୟୁ ଘଟିଛି।ସମ୍ବଲପୁର ମହାନଗର ୧ ନମ୍ବର ୱାର୍ଡର ସାହାଜବାହାଲ ଠାରେ ଘଟିଛି ଘଟଣା।ବଡ ଭାଇ ବୀର ଭୁଏ କୁ ତାର ସାନ ଭାଇ ସଞ୍ଜୟ ଭୁଏ କରିଛି ହତ୍ୟା।ବଡ ଭାଇ ଶୋଇଥିବା ସମୟରେ ଏକ ତାୱାରେ ଆକ୍ରମାଣ କରି ଲହୁଲୁହାଣ କରିବା ପରେ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିବା ନେଇ ପ୍ରାରମ୍ଭିକ ଭାବେ ସୂଚନା ମିଳିଛି। ବୁର୍ଲା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭୀମସାରକୁ […] The post ସାନ ଭାଇ ହାତରେ ବଡ ଭାଇର ମୃତ୍ୟୁ appeared first on Odisha.News.

ସାନ ଭାଇ ହାତରେ ବଡ ଭାଇର ମୃତ୍ୟୁ

ସମ୍ବଲପୁର:ସାନ ଭାଇ ହାତରେ ବଡ ଭାଇର ମୃତ୍ୟୁ ଘଟିଛି।ସମ୍ବଲପୁର ମହାନଗର ୧ ନମ୍ବର ୱାର୍ଡର ସାହାଜବାହାଲ ଠାରେ ଘଟିଛି ଘଟଣା।ବଡ ଭାଇ ବୀର ଭୁଏ କୁ ତାର ସାନ ଭାଇ ସଞ୍ଜୟ ଭୁଏ କରିଛି ହତ୍ୟା।ବଡ ଭାଇ ଶୋଇଥିବା ସମୟରେ ଏକ ତାୱାରେ ଆକ୍ରମାଣ କରି ଲହୁଲୁହାଣ କରିବା ପରେ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିବା ନେଇ ପ୍ରାରମ୍ଭିକ ଭାବେ ସୂଚନା ମିଳିଛି। ବୁର୍ଲା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭୀମସାରକୁ ପଠାଇ ତଦନ୍ତ ଜାରି ରଖିଛନ୍ତି।୨ ଭାଇଙ୍କ ମଧ୍ୟରେ ଦୀର୍ଘ ଦିନର ମତାନ୍ତର ରହିଥିବା ଓ ବଡଭାଇର ମାଲିକାନା ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ରହିଥିଲା ବୋଲି ଶୁଣାଯାଉଛି।

The post ସାନ ଭାଇ ହାତରେ ବଡ ଭାଇର ମୃତ୍ୟୁ appeared first on Odisha.News.