ସାପ କାମୁଡାରେ ଚାଲିଗଲା ଛାତ୍ରୀଙ୍କ ଜୀବନ
କଳାପଥର(ବାଙ୍କୀ):ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କନ୍ତକାଇ ପାଟଣା ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଜୀବନ ଚାଲିଯାଇଛି। ଘରେ ଶୋଇଥିବା ବେଳେ ତାଙ୍କୁ ବିଷଧର ସାପଟି ଦଂଶନ କରିଥିଲା । ଗତ ରାତିରେ ସେ ଘରେ ଶୋଇଥିବା ବେଳେ ଏହି ଆକସ୍ମିକ ଘଟଣା ଘଟିଛି । ମୃତା ଛାତ୍ରୀଙ୍କ ନାମ ପ୍ରତୀକ୍ଷା ଭଟ୍ଟ ବୟସ ଓ ସେ ସ୍ଥାନୀୟ କଳାପଥର ଆଞ୍ଚଳିକ କଲେଜରେ ବିଜ୍ଞାନ ଛାତ୍ରୀ ଭାବରେ ପାଠ ପଢୁଥିଲେ। ରାତିରେ ପାଠ ପଢି ସାରି […]

କଳାପଥର(ବାଙ୍କୀ):ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କନ୍ତକାଇ ପାଟଣା ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଜୀବନ ଚାଲିଯାଇଛି। ଘରେ ଶୋଇଥିବା ବେଳେ ତାଙ୍କୁ ବିଷଧର ସାପଟି ଦଂଶନ କରିଥିଲା । ଗତ ରାତିରେ ସେ ଘରେ ଶୋଇଥିବା ବେଳେ ଏହି ଆକସ୍ମିକ ଘଟଣା ଘଟିଛି । ମୃତା ଛାତ୍ରୀଙ୍କ ନାମ ପ୍ରତୀକ୍ଷା ଭଟ୍ଟ ବୟସ ଓ ସେ ସ୍ଥାନୀୟ କଳାପଥର ଆଞ୍ଚଳିକ କଲେଜରେ ବିଜ୍ଞାନ ଛାତ୍ରୀ ଭାବରେ ପାଠ ପଢୁଥିଲେ।