ସାବଧାନ! ଆଜିଠୁ ପରିବହନ ବିଭାଗର ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ୍

ପୁରୀ,୨୯ା୭: ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆଜିଠୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଛି। ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଚେକିଂ ଜୋରଦାର ଚାଲିଛି। ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ ଚେକିଂ କରାଯାଉଛି। ଯଦି କେଉଁଠାରେ ନାବାଳକ ଗାଡ଼ି ଚଳାଇବା ବେଳେ ଧରା ପଡ଼ନ୍ତି ଗାଡ଼ିକୁ ଅଟକ ରଖି ଅଭିଭାବକଙ୍କ ନାଁରେ ଏତଲା ହେବ, ଜେଲ ଦଣ୍ଡ ମଧ୍ୟ ହୋଇପାରେ। ଏନେଇ ସୂଚନା ପରିବହନ ବିଭାଗ ସହକାରୀ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି। ନାବାଳକ/ନାବାଳିକା […] The post ସାବଧାନ! ଆଜିଠୁ ପରିବହନ ବିଭାଗର ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ୍ appeared first on Dharitri Odia News.

ସାବଧାନ! ଆଜିଠୁ ପରିବହନ ବିଭାଗର ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ୍

ପୁରୀ,୨୯ା୭: ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆଜିଠୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଛି। ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଚେକିଂ ଜୋରଦାର ଚାଲିଛି। ବିଶେଷକରି ନାବାଳକଙ୍କ ଗାଡ଼ି ଡ୍ରାଇଭ ରୋକିବାକୁ ଚେକିଂ କରାଯାଉଛି। ଯଦି କେଉଁଠାରେ ନାବାଳକ ଗାଡ଼ି ଚଳାଇବା ବେଳେ ଧରା ପଡ଼ନ୍ତି ଗାଡ଼ିକୁ ଅଟକ ରଖି ଅଭିଭାବକଙ୍କ ନାଁରେ ଏତଲା ହେବ, ଜେଲ ଦଣ୍ଡ ମଧ୍ୟ ହୋଇପାରେ। ଏନେଇ ସୂଚନା ପରିବହନ ବିଭାଗ ସହକାରୀ କମିଶନର ଲାଲମୋହନ ସେଠୀ ସୂଚନା ଦେଇଛନ୍ତି।

The post ସାବଧାନ! ଆଜିଠୁ ପରିବହନ ବିଭାଗର ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ୍ appeared first on Dharitri Odia News.