ସାବଧାନ ! ଗାଁ ଦାଣ୍ଡରେ ଖେଳୁଛି କୁମ୍ଭୀର; ସବୁଠି କୋକୁଆ ଭୟ...

ଗାଁରେ ବନ୍ୟାଜଳ ପଶିବା ପରେ, ବର୍ଦ୍ଧିତ ସାମ୍ରାଜ୍ୟର ନିରୀକ୍ଷଣ କରୁଛନ୍ତି ମଗର ମହାରାଜ। କେତେବେଳେ ଟହଲ ମାରୁଛନ୍ତି, ପୁଣି କେତେବେଳେ ଶିକାର ଖୋଜୁଛନ୍ତି। 

ସାବଧାନ ! ଗାଁ ଦାଣ୍ଡରେ ଖେଳୁଛି କୁମ୍ଭୀର; ସବୁଠି କୋକୁଆ ଭୟ...
Array