ସାମ୍ନାକୁ ଆସିଲା ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ସମ୍ପୂର୍ଣ୍ଣ ପ୍ରଥମ ଲୁକ୍; ଛୁଇଁଲେ ଖୋଲିବ

ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ସମ୍ପୂର୍ଣ୍ଣ ପ୍ରଥମ ଲୁକ୍ ସାମ୍ନାକୁ ଆସିଛି। ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର କିଛି ଫଟୋ ସିଧାସଳଖ ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ କାରଖାନାରୁ ଆସିଛି। ଅନ୍ୟ ଟ୍ରେନ୍ ଅପେକ୍ଷା ଏଥିରେ ଏକ ଭଲ ସୁରକ୍ଷା ବ୍ୟବସ୍ଥା ଅଛି।