ସାରା ରାଜ୍ୟରେ ପ୍ରଚଣ୍ଡ ତାତି, ୨୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍

ଭୁବନେଶ୍ବର ୨୪।୪: ପୁଣି ୪୩ ଟପିଲା ରାଜଧାନୀ । ୪୩.୨ ଡିଗ୍ରୀ ସହ ରାଜଧାନୀ ସବୁଠୁ ଉତ୍ତପ୍ତ ସହର ହୋଇଛି । ୨୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡା, ଚାନ୍ଦବାଲି, ବାଲେଶ୍ବର ୪୨ ଡିଗ୍ରୀ ଟପିଛି । ବୁଧବାର ରେକର୍ଡ ତାପମାତ୍ରା ଅନୁଯାୟୀ,ଭୁବନେଶ୍ବର- ୪୩.୨ନୂଆପଡା- ୪୩.୨ଝାରସୁଗୁଡା- ୪୩.୧ବାରିପଦା- ୪୨.୫ପାରଳାଖେମୁଣ୍ଡି- ୪୨.୫ଚାନ୍ଦବାଲି- ୪୨.୨ଭଦ୍ରକ- ୪୨.୨କେନ୍ଦ୍ରାପଡା- ୪୨.୨ଟିଟିଲାଗଡ- ୪୨.୦ଯାଜପୁର- ୪୨.୦ଢେଙ୍କାନାଳ- ୪୨.୦ଅନୁଗୋଳ- ୪୧.୯କଟକ- ୪୧.୮ଜଗତସିଂହପୁର- ୪୧.୬ବୌଦ୍ଧ- ୪୧.୬You Can Read :ଆହୁରି ୫ ଦିନ କଲବଲ କରିବ ତାତି, ହିଟ୍ ୱେଭ୍ ଓ ସିଭିୟର ହିଟ୍ ୱେଭ୍ ପାଇଁ ସତର୍କତା 

ସାରା ରାଜ୍ୟରେ ପ୍ରଚଣ୍ଡ ତାତି, ୨୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍

ଭୁବନେଶ୍ବର ୨୪।୪: ପୁଣି ୪୩ ଟପିଲା ରାଜଧାନୀ । ୪୩.୨ ଡିଗ୍ରୀ ସହ ରାଜଧାନୀ ସବୁଠୁ ଉତ୍ତପ୍ତ ସହର ହୋଇଛି । ୨୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡା, ଚାନ୍ଦବାଲି, ବାଲେଶ୍ବର ୪୨ ଡିଗ୍ରୀ ଟପିଛି । ବୁଧବାର ରେକର୍ଡ ତାପମାତ୍ରା ଅନୁଯାୟୀ,

ଭୁବନେଶ୍ବର- ୪୩.୨

ନୂଆପଡା- ୪୩.୨

ଝାରସୁଗୁଡା- ୪୩.୧

ବାରିପଦା- ୪୨.୫

ପାରଳାଖେମୁଣ୍ଡି- ୪୨.୫

ଚାନ୍ଦବାଲି- ୪୨.୨

ଭଦ୍ରକ- ୪୨.୨

କେନ୍ଦ୍ରାପଡା- ୪୨.୨

ଟିଟିଲାଗଡ- ୪୨.୦

ଯାଜପୁର- ୪୨.୦

ଢେଙ୍କାନାଳ- ୪୨.୦

ଅନୁଗୋଳ- ୪୧.୯

କଟକ- ୪୧.୮

ଜଗତସିଂହପୁର- ୪୧.୬

ବୌଦ୍ଧ- ୪୧.୬


You Can Read :

ଆହୁରି ୫ ଦିନ କଲବଲ କରିବ ତାତି, ହିଟ୍ ୱେଭ୍ ଓ ସିଭିୟର ହିଟ୍ ୱେଭ୍ ପାଇଁ ସତର୍କତା