ସାହିତ୍ୟକୁ ବଞ୍ଚାଇବା ପାଇଁ ସାହିତି୍ୟକଙ୍କ ପ୍ରଚେଷ୍ଟା
ଭଞ୍ଜନଗର,୯ା୩(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ସାହିତ୍ୟ ସଂସଦ ପକ୍ଷରୁ ରବିବାର ଓମ୍ ସଙ୍ଗୀତ ଏକାଡେମୀ କାର୍ଯ୍ୟାଳୟ ପରିସରରେ ଏକ କବିତା ପାଠୋତ୍ସବ ହୋଇଥିଲା। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବୟିତ୍ରୀ, କବି ଯୋଗଦେଇ କବିତା ପାଠ କରିଥିଲେ। ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଥିରେ ସଭାପତି ପ୍ରଦୀପ କୁମାର ସୱାଇଁ ଅଧ୍ୟକ୍ଷତା କରିଥିଲେ। କବୟିତ୍ରୀ ବିଷ୍ଠୁପ୍ରିୟା ପତି, ଜ୍ୟୋତ୍ସ୍ନା ଦେବୀ, କଳ୍ପନା ପ୍ରଧାନ,ସୁଜତା ସିଂ, ଲୋପାମୁଦ୍ରା ରଥ, ରୀତାରାଣୀ […] The post ସାହିତ୍ୟକୁ ବଞ୍ଚାଇବା ପାଇଁ ସାହିତି୍ୟକଙ୍କ ପ୍ରଚେଷ୍ଟା appeared first on Dharitri Odia News.
ଭଞ୍ଜନଗର,୯ା୩(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ସାହିତ୍ୟ ସଂସଦ ପକ୍ଷରୁ ରବିବାର ଓମ୍ ସଙ୍ଗୀତ ଏକାଡେମୀ କାର୍ଯ୍ୟାଳୟ ପରିସରରେ ଏକ କବିତା ପାଠୋତ୍ସବ ହୋଇଥିଲା। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବୟିତ୍ରୀ, କବି ଯୋଗଦେଇ କବିତା ପାଠ କରିଥିଲେ। ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଥିରେ ସଭାପତି ପ୍ରଦୀପ କୁମାର ସୱାଇଁ ଅଧ୍ୟକ୍ଷତା କରିଥିଲେ। କବୟିତ୍ରୀ ବିଷ୍ଠୁପ୍ରିୟା ପତି, ଜ୍ୟୋତ୍ସ୍ନା ଦେବୀ, କଳ୍ପନା ପ୍ରଧାନ,ସୁଜତା ସିଂ, ଲୋପାମୁଦ୍ରା ରଥ, ରୀତାରାଣୀ ମହାପାତ୍ର, ବରିଷ୍ଠ କବି ପ୍ରଶାନ୍ତ ମହାନ୍ତି, ଶୂଳପାଣି ଶତପଥୀ, ସୁରେଶ ସାଇଁ, ଅରୁଣାଞ୍ଚଳ ପତି, ପ୍ରଦୀପ ସାସମଲ, ତ୍ରିନାଥ ବେହେରା, ନେତାଜୀ ବିଷୋୟୀ, ନାରାୟଣ ମହାରଣା, ଶିଶିର କାନ୍ତ ସ୍ବାଇଁ, ପୀତାମ୍ବର ପରିଡ଼ା, ଲକ୍ଷ୍ମୀ ନାରାୟଣ ମହାରଣା , ପ୍ରଦୀପ ସ୍ବାଇଁ, ପ୍ରଫୁଲ୍ଲ ମହାରଣା ପ୍ରମୁଖ ଯୋଗଦେଇ କବିତା ପାଠ କରିବା ସହ ସାହିତ୍ୟକୁ ବଞ୍ଚାଇବା ପାଇଁ ସାହିତି୍ୟକଙ୍କ ଏହି ପ୍ରଚେଷ୍ଟା ବୋଲି ଅଭିହିତ କରିଥିଲେ। ପ୍ରଭାତୀ ମଞ୍ଜରୀ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
The post ସାହିତ୍ୟକୁ ବଞ୍ଚାଇବା ପାଇଁ ସାହିତି୍ୟକଙ୍କ ପ୍ରଚେଷ୍ଟା appeared first on Dharitri Odia News.