ସିଡନୀ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା: ଦଳରୁ ବାଦ୍‌ ପଡ଼ିଲେ…

ସିଡନୀ,୨।୧: ବର୍ତ୍ତମାନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ କଙ୍ଗାରୁ ଦଳ ୨-୧ରେ ଆଗୁଆ ରହିଛି। ବର୍ତ୍ତମାନ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ଜାନୁଆରୀ ୩ରୁ ସିଡନୀରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳରେ ମତଭେଦ ଖବର ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ କୋଚ ଗୌତମ ଗମ୍ଭୀରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରାଯାଇଛି। ଏହା ବ୍ୟତୀତ ସେ ଖେଳୁଥିବା ଏକାଦଶ ବିଷୟରେ ମଧ୍ୟ ବଡ଼ ଖୁଲାସା କରିଛନ୍ତି। ପିଠି ଯନ୍ତ୍ରଣା ଜନିତ […] The post ସିଡନୀ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା: ଦଳରୁ ବାଦ୍‌ ପଡ଼ିଲେ… appeared first on Dharitri Odia News.

ସିଡନୀ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା: ଦଳରୁ ବାଦ୍‌ ପଡ଼ିଲେ…

ସିଡନୀ,୨।୧: ବର୍ତ୍ତମାନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ କଙ୍ଗାରୁ ଦଳ ୨-୧ରେ ଆଗୁଆ ରହିଛି। ବର୍ତ୍ତମାନ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ଜାନୁଆରୀ ୩ରୁ ସିଡନୀରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳରେ ମତଭେଦ ଖବର ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ କୋଚ ଗୌତମ ଗମ୍ଭୀରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରାଯାଇଛି। ଏହା ବ୍ୟତୀତ ସେ ଖେଳୁଥିବା ଏକାଦଶ ବିଷୟରେ ମଧ୍ୟ ବଡ଼ ଖୁଲାସା କରିଛନ୍ତି। ପିଠି ଯନ୍ତ୍ରଣା ଜନିତ ସମସ୍ୟା କାରଣରୁ ଆକାଶଦୀପ ସିଡନୀ ଟେଷ୍ଟରେ ଖେଳିବେ ନାହିଁ ବୋଲି ଟିମ ଇଣ୍ଡିଆର ଗମ୍ଭୀର ଘୋଷଣା କରିଛନ୍ତି। ଆକାଶଦୀପ ବହୁତ ଭଲ ବୋଲିଂ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ୨ଟି ମ୍ୟାଚରେ ମାତ୍ର ୫ ଉଇକେଟ ନେଇଥିଲେ।

The post ସିଡନୀ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା: ଦଳରୁ ବାଦ୍‌ ପଡ଼ିଲେ… appeared first on Dharitri Odia News.