ସିନ୍ଦୂର ପିନ୍ଧାଇ ସତ୍ୟବାନ୍‌ ଫେରାର, ରାସ୍ତାରେ କାନ୍ଦୁଛି ସାବିତ୍ରୀ

ରାସ୍ତାରେ ସାବିତ୍ରୀ । ସତ୍ୟବାନ୍ ଫେରାର୍ । ହାତରେ ଶଙ୍ଖା, ମୁଣ୍ଡରେ ସିନ୍ଦୂର । ମୋବାଇଲରେ ବାହାଘର ବେଳର ସ୍ମୃତି । ଯିଏ ମଥାରେ ସିନ୍ଦୂର ପିନ୍ଧାଇ ବୋହୂ କରି ନେଇଯିବାର ପ୍ରତିଶ୍ରୁତି ଦେଇଥିଲା, ସିଏ ଏବେ ଆଉ କାହା ହାତ ଧରି ଘର ସଂସାର କରୁଛି ।

ସିନ୍ଦୂର ପିନ୍ଧାଇ ସତ୍ୟବାନ୍‌ ଫେରାର, ରାସ୍ତାରେ କାନ୍ଦୁଛି ସାବିତ୍ରୀ
Array