ସିପେଟ-ଏଲ୍ଏଆର୍ପିଏମ୍ ପକ୍ଷରୁ ‘ଇନୋଇନସାଇଟ୍-୨୦୨୪’
ଭୁବନେଶ୍ୱର,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ ଜାନୁଆରୀକୁ ଜାତୀୟ ଷ୍ଟାର୍ଟଅପ୍ ଦିବସ ଭାବେ ଘୋଷଣା କରିଛନ୍ତି। ଏହି କ୍ରମରେ ପଟିଆସ୍ଥିତ ସିପେଟ-ଏଲ୍ଏଆର୍ପିଏମ୍ ପକ୍ଷରୁ କର୍ମଶାଳା ଇନୋଇନସାଇଟ୍-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ଯୁବକଯୁବତୀମାନଙ୍କୁ ଦୃଷ୍ଟିରେ ରଖି ନୂତନ ଉଦ୍ୟମର ସୃଷ୍ଟି, ଜ୍ଞାନର ଆଦାନପ୍ରଦାନ, ପୁୁଞ୍ଜିନିବେଶ ଉପରେ ଆଲୋକପାତ କରିଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗର ପ୍ରତିନିଧି ରାକେଶ ଗୁପ୍ତା, ଡ. କମଲେଶ ମିଶ୍ର, ସୋନି ସାମଲ, ରାଜନ ପ୍ରଧାନ, ପରିତୋଷ ଆନନ୍ଦ ଓ ସନ୍ତୋଷ ଦାଶ, ସେକ୍ […] The post ସିପେଟ-ଏଲ୍ଏଆର୍ପିଏମ୍ ପକ୍ଷରୁ ‘ଇନୋଇନସାଇଟ୍-୨୦୨୪’ appeared first on Dharitri Odia News.
ଭୁବନେଶ୍ୱର,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ ଜାନୁଆରୀକୁ ଜାତୀୟ ଷ୍ଟାର୍ଟଅପ୍ ଦିବସ ଭାବେ ଘୋଷଣା କରିଛନ୍ତି। ଏହି କ୍ରମରେ ପଟିଆସ୍ଥିତ ସିପେଟ-ଏଲ୍ଏଆର୍ପିଏମ୍ ପକ୍ଷରୁ କର୍ମଶାଳା ଇନୋଇନସାଇଟ୍-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ଯୁବକଯୁବତୀମାନଙ୍କୁ ଦୃଷ୍ଟିରେ ରଖି ନୂତନ ଉଦ୍ୟମର ସୃଷ୍ଟି, ଜ୍ଞାନର ଆଦାନପ୍ରଦାନ, ପୁୁଞ୍ଜିନିବେଶ ଉପରେ ଆଲୋକପାତ କରିଥିଲା। ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗର ପ୍ରତିନିଧି ରାକେଶ ଗୁପ୍ତା, ଡ. କମଲେଶ ମିଶ୍ର, ସୋନି ସାମଲ, ରାଜନ ପ୍ରଧାନ, ପରିତୋଷ ଆନନ୍ଦ ଓ ସନ୍ତୋଷ ଦାଶ, ସେକ୍ ମୁଜୀବ୍ ଯୋଗଦେଇଥିଲେ। କର୍ମଶାଳାରେ ପ୍ରାୟ ୧୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
The post ସିପେଟ-ଏଲ୍ଏଆର୍ପିଏମ୍ ପକ୍ଷରୁ ‘ଇନୋଇନସାଇଟ୍-୨୦୨୪’ appeared first on Dharitri Odia News.