ସିରିଜ୍ ଦୁର୍ଘଟଣା ଘଟାଇଲା ଟ୍ରକ, ଚାଲିଗଲା ୪ ଜୀବନ

ରାଇରଙ୍ଗପୁର ୩୦।୧୧ :  ସିରିଜ୍‌ ଦୁର୍ଘଟଣା ଘଟାଇଲା ଟ୍ରକ । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଶନିବାର ଦିନ ପୂର୍ବାହ୍ନ ସମୟରେ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଡାଳିମା ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗୋଟିଏ ଲୁହା ବୋଝେଇ ଟ୍ରକ ଦୁଇଟି ସ୍ଥାନରେ ଘଟାଇଛି ସିରିଜ୍‌ ଦୁର୍ଘଟଣା ।ବହଳଦା ଥାନା ବାଗଡେଗାରେ ପ୍ରଥମ ଘଟାଇଥିଲା ଦୁର୍ଘଟଣା । ଏହାପରେ ୧୫ କିମି ଯିବା ପରେ ବାଗଡେଗାରେ ଏକ ଅଟୋକୁ ଧକ୍କା ଦେଲା । ଏହି ସିରିଜ୍‌ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସିରିଜ୍ ଦୁର୍ଘଟଣା ଘଟାଇଲା ଟ୍ରକ, ଚାଲିଗଲା ୪ ଜୀବନ

ରାଇରଙ୍ଗପୁର ୩୦।୧୧ :  ସିରିଜ୍‌ ଦୁର୍ଘଟଣା ଘଟାଇଲା ଟ୍ରକ । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଶନିବାର ଦିନ ପୂର୍ବାହ୍ନ ସମୟରେ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଡାଳିମା ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗୋଟିଏ ଲୁହା ବୋଝେଇ ଟ୍ରକ ଦୁଇଟି ସ୍ଥାନରେ ଘଟାଇଛି ସିରିଜ୍‌ ଦୁର୍ଘଟଣା ।ବହଳଦା ଥାନା ବାଗଡେଗାରେ ପ୍ରଥମ ଘଟାଇଥିଲା ଦୁର୍ଘଟଣା । ଏହାପରେ ୧୫ କିମି ଯିବା ପରେ ବାଗଡେଗାରେ ଏକ ଅଟୋକୁ ଧକ୍କା ଦେଲା । ଏହି ସିରିଜ୍‌ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।