ସିଲାବସ୍‌ ବଦଳାଇଲା NCERT, ପାଠ୍ୟପୁସ୍ତକରୁ ହଟିଲା ବାବ୍ରୀ ମସଜିଦ ଧ୍ୱସଂର ଉଦାହରଣ, ଯୋଡି ହେଲା ରାମ ମନ୍ଦିର ଆନ୍ଦୋଳନ

ନୂଆଦିଲ୍ଲୀ,୬।୪: ନ୍ୟାଶନାଲ କାଉନସିଲ ଅଫ ଏଜୁକେଶଡ଼ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନସିଆରଟି) ତା’ର ପାଠ୍ୟପୁସ୍ତକରେ କେତେକ ପରିବର୍ତ୍ତନ କରିଛି। ଗତବର୍ଷରେ ଘଟିଥିବା କିଛି ସମ୍ବେଦନଶୀଳ ବିଷୟଗୁଡିକୁ ତା’ର ସିଲାବସ୍‌ରୁ ହଟାଇଦେଇଛି। ତେଣୁ ଏଥର ସ୍କୁଲ ପିଲାଙ୍କ ପୁସ୍ତକରୁ ଅଯୋଧ୍ୟା ବାବ୍ରୀ ମସଜିଦି ବିଧ୍ୱଂସ ଓ ୨୦୦୨ ଗୁଜୁରାଟ ଦଙ୍ଗାର କେତେକ ଉଦାହରଣ ହଟାଇ ଦିଆଯାଇଛି। ରିପୋର୍ଟ ଅନୁସାରେ ଏନସିଇଆରଟି ଦ୍ୱାଦଶ ଶ୍ରେଣୀ ପଲିଟିକାଲ ସାଇନ୍ସ ନୂଆ ପୁସ୍ତକର ଅଷ୍ଟମ ଅଧ୍ୟାୟରେ ଏପରି ପରିବର୍ତ୍ତନ କରାଯାଇଛି। ପାଠ୍ୟକ୍ରମରେ ଏପରି ସବୁ […] The post ସିଲାବସ୍‌ ବଦଳାଇଲା NCERT, ପାଠ୍ୟପୁସ୍ତକରୁ ହଟିଲା ବାବ୍ରୀ ମସଜିଦ ଧ୍ୱସଂର ଉଦାହରଣ, ଯୋଡି ହେଲା ରାମ ମନ୍ଦିର ଆନ୍ଦୋଳନ appeared first on Dharitri Odia News.

ସିଲାବସ୍‌ ବଦଳାଇଲା NCERT, ପାଠ୍ୟପୁସ୍ତକରୁ ହଟିଲା ବାବ୍ରୀ ମସଜିଦ ଧ୍ୱସଂର ଉଦାହରଣ, ଯୋଡି ହେଲା ରାମ ମନ୍ଦିର ଆନ୍ଦୋଳନ

ନୂଆଦିଲ୍ଲୀ,୬।୪: ନ୍ୟାଶନାଲ କାଉନସିଲ ଅଫ ଏଜୁକେଶଡ଼ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନସିଆରଟି) ତା’ର ପାଠ୍ୟପୁସ୍ତକରେ କେତେକ ପରିବର୍ତ୍ତନ କରିଛି। ଗତବର୍ଷରେ ଘଟିଥିବା କିଛି ସମ୍ବେଦନଶୀଳ ବିଷୟଗୁଡିକୁ ତା’ର ସିଲାବସ୍‌ରୁ ହଟାଇଦେଇଛି। ତେଣୁ ଏଥର ସ୍କୁଲ ପିଲାଙ୍କ ପୁସ୍ତକରୁ ଅଯୋଧ୍ୟା ବାବ୍ରୀ ମସଜିଦି ବିଧ୍ୱଂସ ଓ ୨୦୦୨ ଗୁଜୁରାଟ ଦଙ୍ଗାର କେତେକ ଉଦାହରଣ ହଟାଇ ଦିଆଯାଇଛି।

ରିପୋର୍ଟ ଅନୁସାରେ ଏନସିଇଆରଟି ଦ୍ୱାଦଶ ଶ୍ରେଣୀ ପଲିଟିକାଲ ସାଇନ୍ସ ନୂଆ ପୁସ୍ତକର ଅଷ୍ଟମ ଅଧ୍ୟାୟରେ ଏପରି ପରିବର୍ତ୍ତନ କରାଯାଇଛି। ପାଠ୍ୟକ୍ରମରେ ଏପରି ସବୁ ପରିବର୍ତ୍ତନର୍ତ୍ତକୁ ନେଇ ଏନସିଇଆରଟି କହିଛି, ଗତ କିଛି ବର୍ଷରେ ଦେଶର ରାଜନୀତିରେ ଗୁରୁତ୍ୱପୂର୍ତ୍‌ଣ୍ଣ ପରିବର୍ତ୍ତନର୍ତ୍ତ ହୋଇଛି। ଯେଉଁଥିପାଇଁ ସିଲାବସକୁ ଅପଡେଟ କରାଯାଇଛି।

The post ସିଲାବସ୍‌ ବଦଳାଇଲା NCERT, ପାଠ୍ୟପୁସ୍ତକରୁ ହଟିଲା ବାବ୍ରୀ ମସଜିଦ ଧ୍ୱସଂର ଉଦାହରଣ, ଯୋଡି ହେଲା ରାମ ମନ୍ଦିର ଆନ୍ଦୋଳନ appeared first on Dharitri Odia News.