ସିଲ୍ ହେଲା ବିଶାଳ ମେଗାମାର୍ଟ
ବରଗଡ଼,୭।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହରରେ ପାର୍କିଂ ଅବ୍ୟବସ୍ଥା ନେଇ ଆକ୍ସନ ମୋଡରେ ବରଗଡ଼ ପୌର ପ୍ରଶାସନ। ଶୁକ୍ରବାର ସାରେ ବରଗଡ ସହର ଭଟଲି ଛକସ୍ଥିତ ବିଶାଳ ମେଗାମାର୍ଟ ନାମକ ଏକ ଶପିଂ ମଲକୁ ପୌର ପ୍ରଶାସନ ସିଲ କରିଛି। ପୌର ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସୂଚନା ମିଳିଛି। ତେବେ ସହରରେ ରହିଥିବା ଅନ୍ୟ କିଛି ନିର୍ଦ୍ଧିଷ୍ଟ ମଲ୍ ଏଭଳି ପାର୍କିଂ ଅବ୍ୟବସ୍ଥା କରୁଥିବା ଅଭିଯୋଗ ହୋଇଛି। ସେମାନଙ୍କ ବିରୋଧରେ […] The post ସିଲ୍ ହେଲା ବିଶାଳ ମେଗାମାର୍ଟ appeared first on Dharitri Odia News.
ବରଗଡ଼,୭।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହରରେ ପାର୍କିଂ ଅବ୍ୟବସ୍ଥା ନେଇ ଆକ୍ସନ ମୋଡରେ ବରଗଡ଼ ପୌର ପ୍ରଶାସନ। ଶୁକ୍ରବାର ସାରେ ବରଗଡ ସହର ଭଟଲି ଛକସ୍ଥିତ ବିଶାଳ ମେଗାମାର୍ଟ ନାମକ ଏକ ଶପିଂ ମଲକୁ ପୌର ପ୍ରଶାସନ ସିଲ କରିଛି। ପୌର ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସୂଚନା ମିଳିଛି। ତେବେ ସହରରେ ରହିଥିବା ଅନ୍ୟ କିଛି ନିର୍ଦ୍ଧିଷ୍ଟ ମଲ୍ ଏଭଳି ପାର୍କିଂ ଅବ୍ୟବସ୍ଥା କରୁଥିବା ଅଭିଯୋଗ ହୋଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନା ପୌର ପ୍ରଶାସନ ଚୁପ୍ ରହିବ ତାହାକୁ ସହରବାସୀ ଅପେକ୍ଷା କରିଛନ୍ତି।
The post ସିଲ୍ ହେଲା ବିଶାଳ ମେଗାମାର୍ଟ appeared first on Dharitri Odia News.