ବାଇକ୍କୁ ରକ୍ଷା କରିବା ପାଇଁ ଯାଇ ପିଟିହେଲା ଦୁଇ ଟ୍ରକ୍: ଚାଲିଗଲା ୨ ଜୀବନ, ୨ ଗୁରୁତର
ନୟାଗଡ଼,୨୬ା୭(ଲୋକନାଥ ମିଶ୍ର): ଶନିବାର ସନ୍ଧ୍ୟାରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ଟାକରା ନିକଟସ୍ଥ ଅସନିବେରେଣା ରାସ୍ତା ନିକଟରେ ଏକ ବାଇକ୍କୁ ରକ୍ଷା କରିବାକୁ ଯାଇ ଦୁଇ ମାଲ ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଟ୍ରକ ଚକା ତଳେ ଜଣେ ଚାପି ହୋଇ ରହିଛନ୍ତି। The post ବାଇକ୍କୁ ରକ୍ଷା କରିବା ପାଇଁ ଯାଇ ପିଟିହେଲା ଦୁଇ ଟ୍ରକ୍: ଚାଲିଗଲା ୨ ଜୀବନ, ୨ ଗୁରୁତର appeared first on Dharitri Odia News.
ନୟାଗଡ଼,୨୬ା୭(ଲୋକନାଥ ମିଶ୍ର): ଶନିବାର ସନ୍ଧ୍ୟାରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ଟାକରା ନିକଟସ୍ଥ ଅସନିବେରେଣା ରାସ୍ତା ନିକଟରେ ଏକ ବାଇକ୍କୁ ରକ୍ଷା କରିବାକୁ ଯାଇ ଦୁଇ ମାଲ ବୋଝେଇ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଟ୍ରକ ଚକା ତଳେ ଜଣେ ଚାପି ହୋଇ ରହିଛନ୍ତି।
The post ବାଇକ୍କୁ ରକ୍ଷା କରିବା ପାଇଁ ଯାଇ ପିଟିହେଲା ଦୁଇ ଟ୍ରକ୍: ଚାଲିଗଲା ୨ ଜୀବନ, ୨ ଗୁରୁତର appeared first on Dharitri Odia News.