ସୀମାନ୍ତରେ ଗୁଳିବିନିମୟ: ୩୦ରୁ ଅଧିକ ମାଓବାଦୀ ନିହତ

ମାଲକାନଗିରି,୨୧ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ବଡ଼ଧରଣର ଗୁଳିବିନିମୟ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ଚଢ଼ାଉ କରିଛନ୍ତି। ଯବାନଙ୍କ ଏନକାଉଣ୍ଟରରେ ୩୦ରୁ ଅଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରୁଛନ୍ତି ସୁରକ୍ଷାକର୍ମୀ। ଡିଆରଜି,ଏସ୍‌ଟିଏଫ୍‌ ଏବଂ ସିଆର୍‌ପିଏଫ୍‌ ଯବାନଙ୍କ ମିଳିତ ଅପରେଶନରେ ଏହି ସଫଳତା ମିଳିଛି। The post ସୀମାନ୍ତରେ ଗୁଳିବିନିମୟ: ୩୦ରୁ ଅଧିକ ମାଓବାଦୀ ନିହତ appeared first on Dharitri Odia News.

ସୀମାନ୍ତରେ ଗୁଳିବିନିମୟ: ୩୦ରୁ ଅଧିକ ମାଓବାଦୀ ନିହତ

ମାଲକାନଗିରି,୨୧ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ବଡ଼ଧରଣର ଗୁଳିବିନିମୟ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ଚଢ଼ାଉ କରିଛନ୍ତି। ଯବାନଙ୍କ ଏନକାଉଣ୍ଟରରେ ୩୦ରୁ ଅଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରୁଛନ୍ତି ସୁରକ୍ଷାକର୍ମୀ। ଡିଆରଜି,ଏସ୍‌ଟିଏଫ୍‌ ଏବଂ ସିଆର୍‌ପିଏଫ୍‌ ଯବାନଙ୍କ ମିଳିତ ଅପରେଶନରେ ଏହି ସଫଳତା ମିଳିଛି।

The post ସୀମାନ୍ତରେ ଗୁଳିବିନିମୟ: ୩୦ରୁ ଅଧିକ ମାଓବାଦୀ ନିହତ appeared first on Dharitri Odia News.